Strikes America / ଆମେରିକାର କଡ଼ା ଆକ୍ସନ: ବୋମା ପକାଇ ଉଡାଇଦେଲା, ୯୦ରୁ ଅଧିକ ମୃତ
·9 months ago·2 min read

Key Points
ନିଶା ବେପାରୀଙ୍କ ଉପରେ ଆମେରିକାର ଆକ୍ସନ୍
ମଝି ସମୁଦ୍ରରେ ବୋମା ପକାଇ ଉଡାଇଦେଲା ଜାହାଜ
ମଝି ସମୁଦ୍ରରେ ବୋମା ପକାଇ ଉଡାଇଦେଲା ଜାହାଜ
ଆମେରିକା ନେଲା ବଡ଼ ଆକ୍ସନ। ମଝି ସମୁଦ୍ରରେ ବୋମା ପକାଇ ଉଡାଇଦେଲା ଜାହାଜ। ଆମେରିକାର ଏଭଳି କାର୍ଯ୍ୟକୁ ନେଇ ଏବେ ଚାଲିଛି ସବୁଠି ଆଲୋଚନା। କେଉଁ ପରିସ୍ଥିତି ଏବଂ କାହିଁକି ଏପରି କାର୍ଯ୍ୟ କଲେ ତାହା ବଡ଼ ପ୍ରଶ୍ନ। ଗତ ତିନି ମାସ ହେଲା ନିଶା ବିରୋଧୀ ଲଢେଇରେ ଆମେରିକା ବାଜି ମାରିନେଇଛି । ସମୁଦ୍ରରେ ପ୍ରାୟ ୨୦ଟି ଏୟାର ଷ୍ଟ୍ରାଇକ୍ କରିଛି ୟୁଏସଏ । ଯେଉଁଥିରେ ୯୦ରୁ ଅଧିକ ଜଣ ପ୍ରାଣ ହରାଇଛନ୍ତି । ପ୍ରାଣ ହରାଇଥିବା ବ୍ୟକ୍ତିମାନେ ନିଶା କାରବାରରେ ସାମିଲ ବୋଲି ୟୁଏସ କହୁଛି ।
ନିଶା କାରବାର ରୋକିବାକୁ ଆମେରିକାର ଆକ୍ସନ୍ । ଲଗାତାର ଭାବେ କାରବାରୀଙ୍କୁ କରୁଛି ଟାର୍ଗେଟ୍ । ଗତ ସପ୍ଟେମ୍ବରରୁ ଆରମ୍ଭ ହୋଇଥିବା ଅପରେସନରେ ୟୁଏସ ସମୁଦ୍ରରେ କାରବାରୀଙ୍କୁ ନିପାତ କରି ଚାଲିଛି । ମଙ୍ଗଳବାର ଡ୍ରଗ୍ସ ନେଇ ଆସୁଥିବା ଏକ ଜାହାଜ ଉପରେ ଏୟାର ଷ୍ଟ୍ରାଇକ୍ କରି ଧ୍ୱଂସ କରିଦେଇଛି ୟୁଏସ ସେନା । ଗତ ସପ୍ତାହରେ ୟୁଏସ ନୌସେନା ଭେନେଜୁଏଲାର ଏକ ତେଲ ଟ୍ୟାଙ୍କରକୁ ସିଜ୍ କରିଥିଲା । ଏହାକୁ ଭେନେଜୁଏଲା ଚୋରାରେ କ୍ରୟ କରିଥିବା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଅଭିଯୋଗ କରିଥିଲେ ।
ଏଥିସହ ପଢ଼ନ୍ତୁ: ପଳାତକ ମାଲ୍ୟା-ଲଳିତ ଏକାଠି, ଲଣ୍ଡନରେ ହେଲା ଜନ୍ମଦିନ ପାର୍ଟି, ଭିଡିଓ ଦେଖି ସବୁ କହିଲେ...
ଆମେରିକା କହିଛି ଯେ, ସେମାନେ ସମୁଦ୍ରରେ ନିଶା କାରବାର କରୁଥିବା ଏକ ଜାହାଜକୁ ଉଡାଇ ଦେଇଛନ୍ତି । ଯେଉଁଥିରେ ୪ ଜଣ ପ୍ରାଣ ହରାଇଛନ୍ତି । ତେବେ ଭେନେଜୁଏଲାକୁ ସବୁଆଡୁ ଘେରିବା ପାଇଁ ଟ୍ରମ୍ପ୍ ଘୋଷଣା କରିବା ପରେ ଏହି ଖବର ସାମ୍ନାକୁ ଆସିଛି । କାରଣ ସମୁଦ୍ରରେ କୌଣସି ତୈଳ ଟ୍ୟାଙ୍କରରୁ ଭେନେଜୁଏଲାରୁ ପ୍ରବେଶ କରାଇ ଦେଉନି ୟୁଏସ । ଯାହା ଉଭୟ ଦେଶର ସମ୍ପର୍କକୁ ଆହୁରି ଖରାପ କରିଦେଇଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ୟୁଏସ ସଦର୍ଣ୍ଣ କମାଣ୍ଡ୍ କହିଛି ଯେ, ଅନ୍ତର୍ଜାତୀୟ ସାମୁଦ୍ରିକ ସୀମାରେ ଏକ ଜାହାଜ ଠାବ ହୋଇଥିଲା । ଏଥିରେ ନିଶା କାରବାର ଏବଂ ଆତଙ୍କବାଦୀ କାର୍ଯ୍ୟ କଳାପ ଚାଲୁଥିବା ଚୂଚନା ମିଳିଥିଲା । ପୂର୍ବ ପ୍ରଶାନ୍ତ ମହାସାଗରରୁ ଜାହାଜଟି ନିଶାର ଚୋରା ଚାଲାଣ କରୁଥିବା ଜଣାପଡିଥିଲା । ଯାହା ପରେ ଏୟାର ଷ୍ଟ୍ରାଇକ୍ କରାଯାଇ ଜାହାଜକୁ ନଷ୍ଟ କରିଦିଆଯାଇଛି ।
ଅନ୍ୟପଟେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କଠୋର କାର୍ଯ୍ୟାନୁଷ୍ଠାନ। ୩୯ ଦେଶ ଉପରେ କଡ଼ା ନିର୍ଦ୍ଦେଶ। ଆଉ ଆମେରିକାକୁ ଆସିପାରିବେନି କିଛି ଦେଶର ନାଗରିକ। ହେଲେ ପୁଣି ଥରେ ଏମିତି କାହିଁକି କଠୋର ହେଲେ ଟ୍ରମ୍ପ। ଯାହାକୁ ନେଇ ସବୁଠି ଆଲୋଚନା ଏବଂ ଚିନ୍ତାରେ ଅନେକ ଦେଶ। ଏହା ସହିତ, ଅନ୍ୟ ୧୫ ଟି ଦେଶର ନାଗରିକଙ୍କ ପାଇଁ ଆଂଶିକ ପ୍ରବେଶ ପ୍ରତିବନ୍ଧକ ଲାଗୁ କରାଯାଇଛି। ଟ୍ରମ୍ପ ପ୍ରଶାସନର ଏହି ପଦକ୍ଷେପ ଯୋଗୁଁ ଆମେରିକା ଦ୍ୱାରା ଯାତ୍ରା ପ୍ରତିବନ୍ଧକ କିମ୍ବା ପ୍ରବେଶ ପ୍ରତିବନ୍ଧକର ସମ୍ମୁଖୀନ ହେଉଥିବା ଦେଶର ସଂଖ୍ୟା ୩୯ କୁ ପହଞ୍ଚିଛି। ହ୍ୱାଇଟ୍ ହାଉସର ଏକ ତଥ୍ୟ ଅନୁଯାୟୀ, ଏହି ଯାତ୍ରା ପ୍ରତିବନ୍ଧକ ଏବଂ ପ୍ରବେଶ ପ୍ରତିବନ୍ଧକ ଜାନୁଆରୀ ୧ ରୁ କାର୍ଯ୍ୟକାରୀ ହେବ।
ଅଧିକ ପଢ଼ନ୍ତୁ ବିଦେଶ ଖବର:

Related Topics
Explore more stories