Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

ସମସ୍ତଙ୍କ ପାଇଁ ଖୁସି ଓ ସମୃଦ୍ଧି ଆଣିଦେଉ ହୋଲି

Jitendra Dash
Browse all articles by Jitendra Dash
·2 years ago·1 min read
ସମସ୍ତଙ୍କ ପାଇଁ ଖୁସି ଓ ସମୃଦ୍ଧି ଆଣିଦେଉ ହୋଲି

ଅର୍ଗସ ବ୍ୟୁରୋ : ଆଜି ରଙ୍ଗର ପର୍ବ ହୋଲି । ଆଜିର ଦିନରେ ଜଣେ ଜଣକୁ ରଙ୍ଗ ବୋଳି ଶୁଭ ମନାସନ୍ତି । ଅବିର ଓ ରଙ୍ଗର ତାଳେ ତାଳେ ସଭିଙ୍କ ମନରେ ଭରିଯାଏ ଉତ୍ସାହ । ଗାଁଠୁ ସହର ସବୁଠି ଚାଲେ ରଙ୍ଗର ଖେଳ । ପରସ୍ପର ମଧ୍ୟରେ ସ୍ନେହ ଓ ଆଦର ଦର୍ଶାଇବାର ଏହି ରଙ୍ଗ ଖେଳ ଏକ ମାଧ୍ୟମ । ଗାଁକୁ ଗାଁ ବୁଲି ପିଲାଠୁ ବୟସ୍କ ସମସ୍ତେ ହୋଲି ଖେଳରେ ମସଗୁଲ ହୁଅନ୍ତି । ରଙ୍ଗ ଓ ରଙ୍ଗ ପିଚକାରୀର ଆଜି ଦିନରେ ଦବଦବା ରହେ ।

ଅଧିକ ପଢନ୍ତୁ ବିଦେଶ ଖବର 

ଏହି ଅବସରରେ ହୋଲିର ଅଭିନନ୍ଦନ ଜଣାଇଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ । ବସନ୍ତର ଆଗମନ ସହ ରଙ୍ଗର ଏହି ପର୍ବରକୁ ସାରା ବିଶ୍ବରେ ପାଳନ ହେଉଛି । ହୋଲି ପର୍ବ ସମସ୍ତଙ୍କ ପାଇଁ ଖୁସି ଓ ସମୃଦ୍ଧି ଆଣିଦେଉ ବୋଲି ସୋସିଆଲ ମିଡିଆ ଏକସରେ ଲେଖଇଛନ୍ତି ଆମେରିକା ରାଷ୍ଟ୍ରପତି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
US President Joe Biden extends wishes on Holi with colourful message | Argus News