Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ବିଦେଶରେ ବନ୍ଦେ ଉତ୍କଳ ଜନନୀ

International

ବିଦେଶରେ ବନ୍ଦେ ଉତ୍କଳ ଜନନୀ

Jitendra Dash
Browse all articles by Jitendra Dash
·2 years ago
ବିଦେଶରେ ବନ୍ଦେ ଉତ୍କଳ ଜନନୀ

ଅର୍ଗସ ବ୍ୟୁରୋ : ବିଦେଶରେ ବନ୍ଦେ ଉତ୍କଳ ଜନନୀ । ପ୍ରବାସୀ ଓଡ଼ିଆ ସଙ୍ଗଠନ - All Russia Odia Samaj ପକ୍ଷରୁ ପାଳିତ ହୋଇଛି ଉତ୍କଳ ଦିବସ । ରୁଷିଆର ମସ୍କୋ ରେ ରହୁଥିବା ପ୍ରବାସୀ ଓଡ଼ିଆ ୧୯୯୬ ମସିହାରୁ ନିରବିଚ୍ଛିନ୍ନ ଭାବେ ପ୍ରତି ବର୍ଷ ଓଡ଼ିଶା ଦିବସ ପାଳନ କରିଆସୁଛନ୍ତି । 

ଅଧିକ ପଢନ୍ତୁ ବିଦେଶ ଖବର

ଚଳିତ ବର୍ଷ ମନ୍ତ୍ରପାଠ କରି ତିରୁପତି ପଣ୍ଡା ଓଡ଼ିଶାବାସୀଙ୍କ ମଙ୍ଗଳ କାମନା କରିଥିଲେ । ସମାଜର ପୁରୋଧା ସନ୍ତୋଷ ମିଶ୍ର ମା ମାଟିର ଗୌରବ ଗାଥା ମନେପକାଇ କାାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ରୁଷିଆରେ କାର୍ଜ୍ୟରତ ଓଡ଼ିଆମାନେ ଦୁଇ ଦିନ ଧରି ପାଳନ କରିଛନ୍ତି ଉତ୍କଳ ଦିବସ । ନୃତ୍ୟ ଗୀତରେ ମୁଖରିତ ହୋଇଛି ସଭାସ୍ଥଳ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
utkal divas celebration foreign | Argus News