Employee Resigns / ମା'ଙ୍କ ପାଇଁ ଛୁଟି ମାଗିଥିଲେ, ହେଲେ ମା'ଙ୍କୁ ନେଇ ଅସମ୍ବେଦନଶୀଳ ମନ୍ତବ୍ୟ ଦେଲେ ମ୍ୟାନେଜର
·8 months ago·2 min read

Key Points
ମାଆଙ୍କ ଯତ୍ନ ନେବାକୁ ଛୁଟି ମାଗିଥିଲେ ମହିଳା
ହେଲେ ମାଆଙ୍କୁ ନେଇ ଅସମ୍ବେଦନଶୀଳ ମନ୍ତବ୍ୟ ଦେଲେ ମ୍ୟାନେଜର
ଆଉ ଚାକିରିରୁ ଇସ୍ତଫା ଦେଲେ ମହିଳା

ନିଜ ମାଆଙ୍କ ପାଇଁ ଚାକିରି ଛାଡ଼ିଲେ ଜଣେ ଝିଅ। ଏଖବର ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ମହିଳା ଜଣକ ନିଜ ମାଆ ଅସୁସ୍ଥ ଥିବାରୁ ତାଙ୍କର ଯତ୍ନ ନେବାକୁ ଛୁଟି ନେବାପାଇଁ ମ୍ୟାନେଜରଙ୍କୁ କହିଥିଲେ । ହେଲେ ମ୍ୟାନେଜରଙ୍କ ଉତ୍ତର ଏତେ ଆଘାତ ଦେଇଥିଲା ଯେ, ସେ ଚାକିରି ଛାଡିବାକୁ ବାଧ୍ୟ ହୋଇଥିଲା । ମହିଳା ଜଣକ ନିଜ ମାଆଙ୍କ ସହ ରହୁଥିଲେ । ମାଆ ଅସୁସ୍ଥ ହେବାରୁ ତାଙ୍କର ଯତ୍ନ ନେବାକୁ ସେ କିଛିଦିନ ଅଫିସରୁ ଛୁଟି ମାଗିଥିଲେ । ତାଙ୍କୁ କିଛି ସମୟ ନିଜ ମାଆଙ୍କ ସହ ବିତେଇବାର ଥିଲା । ହେଲେ ମ୍ୟାନେଜରଙ୍କୁ ଛୁଟି ମାଗିବାରୁ ମ୍ୟାନେଜର କହିଥିଲେ," ଯଦି ମାଆ ଭଲ ହେଉନାହାନ୍ତି, ତେବେ ତାଙ୍କୁ ବୃଦ୍ଧାଶ୍ରମରେ ଛାଡିଦିଅ ଆଉ ନିଜେ ଅଫିସ ଆସ ।" ମ୍ୟାନେଜରଙ୍କ ଏପରି ଅସମ୍ବେଦନଶୀଳ ମନ୍ତବ୍ୟ ପରେ ଚାକିରି ଛାଡିବାକୁ ନିଷ୍ପତ୍ତି ନେଇଥିଲେ ମହିଳା ।
ଏମିତି ଏକ ପୋଷ୍ଟ ଜଣେ ରେଡ୍ଡିଟ୍ରେ ପୋଷ୍ଟ କରିଛନ୍ତି । ସେ କହିଛନ୍ତି, ମହିଳା ଜଣକ କେବଳ କିଛି ସମୟ ମାଗିଥିଲେ, ମାଆଙ୍କ ଯତ୍ନ ନେବାପାଇଁ । ହେଲେ ମ୍ୟାନେଜରଙ୍କ ଏମିତି ମନ୍ତବ୍ୟ ପରେ ତାଙ୍କ ପାଖରେ ୨ଟି ବିକଳ୍ପ ଥିଲା । ହୁଏତ ସେ ନିଜ ଚାକିରିକୁ ପୂର୍ବ ପରି ଧ୍ୟାନ ଦେବେ , ନଚେତ ନିଜ ମାଆଙ୍କ ପାଖରେ ରହି ତାଙ୍କର ଯତ୍ନ ନେବେ । ସେ ନିଜ ମାଆଙ୍କ ଯତ୍ନ ନେବାର ବିକଳ୍ପ ବାଛିଥିଲେ ଆଉ ଚାକିରି ଛାଡିଥିଲେ । ତେବେ ଏପରି ପରିସ୍ଥିତିରେ ଅଫିସ କେଉଁଭଳି ନିଷ୍ପତ୍ତି ନେବାକଥା , ଆଉ ଏଥିରେ ଆପଣଙଅକ ମତ କଣ ବୋଲି ପୋଷ୍ଟ କରିଥିଲେ ।ସେ ଲମ୍ବା ଛୁଟି ନ ନେଇ ମାତ୍ର କିଛି ଦିନ ପାଇଁ ନେବାକୁ ଚାହୁଁଥିଲେ ।ତେବେ ମ୍ୟାନେଜରଙ୍କ ମତିଗତି ମହିଳା କର୍ମଚାରୀଙ୍କ ପ୍ରତି ଭଲ ନଥିଲା ।
ମୋଟ୍ ଉପରେ କହିବାକୁ ଗଲେ ସେ ଛୁଟି ଦେବାକୁ ଛାହୁଁନଥିଲେ ।ମ୍ୟାନେଜର ଜଣଙ୍କ ମହିଳା କର୍ମଚାରୀଙ୍କୁ କହିଥିଲେ, "ଯଦି ତୁମ ମାଆଙ୍କ ଅବସ୍ଥା ଭଲନାହିଁ, ତେବେ ତାଙ୍କୁ ଏକ ମେଡିକାଲ୍ ଓଲ୍ଡ ଏଜ୍ ହୋମ ଛାଡ, ଅଫିସ୍ ଆସ । ଏହା ଶୁଣି ମହିଳା ଜଣକ ତାଙ୍କ ଜୀବନର ସବୁଠାରୁ କଠିନ ପରିସ୍ଥିତିର ସମ୍ମୁଖୀନ ହେଲେ । କାରଣ ସାମ୍ନାରେ ଥିଲା ଗୋଟିଏ ପଟେ ଚାକିରି, ଅନ୍ୟପଟେ ମା।ତେବେ ଏହାକୁ ନେଇ ଅନେକ ଜଣ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି । ଜଣେ ବ୍ୟକ୍ତି କହିଛନ୍ତି, ଏପରି ଅଶାଳୀନ ମନ୍ତବ୍ୟ ପାଇଁ କିଛି ଆଇନଗତ ଉପାୟ ରହିବା ନିହାତି ଦରକାର । ସେହିପରି ଆଉ ଜଣେ କହିଛନ୍ତି, ସେହି ମହିଳାଜଣକ ଏମିତି ଚାକିରିରୁ ଇସ୍ତଫା ନଦେଇ ସେହି ମ୍ୟାନେଜରଙ୍କୁ ଆଇନଗତ ଉପାୟରେ ବହିଷ୍କାର କରିଦେବାର ଥିଲା ।
ଏଥିସହ ପଢ଼ନ୍ତୁ: ମହିଳାଙ୍କ ପାଇଁ ବଡ଼ ଘୋଷଣା, ଲୋନ୍ ମିଳୁନଥିଲେ ଏମିତି ପାଇବେ ଟଙ୍କା...

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ତେବେ ମ୍ୟାନେଜରଙ୍କର ଏପରି ମନ୍ତବ୍ୟକୁ ସମସ୍ତେ ନିନ୍ଦା କରିଛନ୍ତି । କୁହାଯାଏ ଯେ ଭାରତର ଓ୍ୱାର୍କିଂ କଲଚର ପ୍ରାୟତଃ ବ୍ୟକ୍ତିବିଶେଷଙ୍କୁ ଲକ୍ଷ୍ୟ, ସମୟସୀମା ଓ ଲାଭ ମଧ୍ୟରେ ସୀମିତ ରଖେ । କର୍ମକ୍ଷେତ୍ର ଏପରି ଏକ ସ୍ଥାନ ହୋଇଯାଏ ଯେଉଁଠାରେ ନୀତିଶାସ୍ତ୍ର ଓ ସମ୍ବେଦନଶୀଳତା ଧୀରେ ଧୀରେ ହାନି ହୁଏ । ଯେଉଁପରି ଘଟଣା ବର୍ତ୍ତମାନ ଦେଖିବାକୁ ମିଳିଛି।
ଅଧିକ ପଢ଼ନ୍ତୁ ବିଦେଶ ଖବର:
ଅଧିକ ପଢ଼ନ୍ତୁ ବିଦେଶ ଖବର:
Related Topics
Explore more stories