Orange Cap Race / ବୈଭବ ସୂର୍ଯ୍ୟବଂଶୀଙ୍କଠୁ ଅଭିଷେକ ଶର୍ମା; IPLରେ ଗୋଟିଏ ଦିନରେ ଐତିହାସିକ ରେକର୍ଡ
·4 days ago·2 min read

Key Points
ଆଇପିଏଲ ଅରେଞ୍ଜ କ୍ୟାପକୁ ନେଇ ରେସ୍
ଗୋଟିଏ ଦିନରେ ୩-୩ଥର ବଦଳିଲେ ବିଜେତା
ଗୋଟିଏ ଦିନରେ ୩-୩ଥର ବଦଳିଲେ ବିଜେତା
ଆଇପିଏଲ ୨୦୨୬ରେ ଅରେଞ୍ଜ କ୍ୟାପ୍ ପାଇଁ ଦୌଡ଼ ବେଶ ଆକର୍ଷଣୀୟ ହେବାରେ ଲାଗିଛି। ପ୍ରତ୍ୟେକ ମ୍ୟାଚ୍ ପରେ ଅରେଞ୍ଜ କ୍ୟାପ୍ ବିଜେତା ପରିବର୍ତ୍ତନ ହେଉଛି । ୨୫ ଏପ୍ରିଲ, ୨୦୨୬ରେ ଏକ ଐତିହାସିକ ରେକର୍ଡ ଦେଖିବାକୁ ମିଳିଥିଲା। IPL ଇତିହାସରେ ଗୋଟିଏ ଦିନରେ ୩-୩ଥର ବଦଳିଥିଲେ ଅରେଞ୍ଜ କ୍ୟାପ୍ ବିଜେତା । ଦିନକ ପୂର୍ବରୁ ଯୁବ ଖେଳାଳିଙ୍କୁ ପଛରେ ପକାଇ କିଙ୍ଗ କୋହଲିଙ୍କ ମୁଣ୍ଡରେ ସଜେଇ ହୋଇଥିଲା ଅରେଞ୍ଜ ତାଜ୍ । ହେଲେ ଶନିବାର ମ୍ୟାଚରେ ଜଣକ ପରେ ଜଣେ ୩ଜଣ ଖେଳାଳି ଏହି କ୍ୟାପର ଅଧିକାରୀ ହୋଇଛନ୍ତି ।
ଶନିବାର ମୋଟ ଦୁଇଟି ମ୍ୟାଚ୍ ଖେଳାଯାଇଥିଲା । ପୂର୍ବରୁ, ବିରାଟ କୋହଲି ୩୨୮ ରନ ସହିତ ଅରେଞ୍ଜ କ୍ୟାପ୍ ର ବିଜେତା ଥିଲେ । ଅପରାହ୍ନରେ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ଏକ ମ୍ୟାଚ୍ ଖେଳାଯାଇଥିଲା । ଏହି ମ୍ୟାଚରେ, କେଏଲ ରାହୁଲ ୧୫୨ ରନର ଏକ ଚମତ୍କାର ଇନିଂସ ଖେଳି ବିରାଟ କୋହଲିଙ୍କୁ ପଛରେ ପକାଇ ୩୫୭ ରନ ସହିତ ଅରେଞ୍ଜ କ୍ୟାପ୍ ଦଖଲ କରିଥିଲେ ।
ପଢନ୍ତୁ ଏହି ଖବର: ଯୁବବର୍ଗଙ୍କୁ ପଛରେ ପକାଇ ଅରେଞ୍ଜ କ୍ୟାପ୍ ପିନ୍ଧିଲେ ବିରାଟ; ଜାଣନ୍ତୁ ରେସରେ କିଏ ?
ତଥାପି, ସେ ଅଧିକ ସମୟ ପାଇଁ ଟାଇଟଲ ବଜାୟ ରଖିପାରିଲେ ନାହିଁ । ପରବର୍ତ୍ତୀ ଇନିଂସରେ, ଅଭିଷେକ ଶର୍ମା ୫୭ ରନ କରିଥିଲେ ଏବଂ ୮ଟି ମ୍ୟାଚରେ ୩୮୦ ରନ ସହିତ ଅରେଞ୍ଜ କ୍ୟାପ୍ ବୈଭବଙ୍କ ନିକଟରୁ ଛଡ଼ାଇ ନେଇଥିଲେ । ଆଇପିଏଲ ଇତିହାସରେ ଏହା ପ୍ରଥମ ଥର ଥିଲା ଯେ ଗୋଟିଏ ଦିନରେ ଅରେଞ୍ଜ କ୍ୟାପର ବିଜେତା ତିନି ତିନି ଜଣ ଖେଳାଳି ହୋଇଥିଲେ ଅର୍ଥାତ୍ ଗୋଟିଏ ଦିନରେ ତିନି ଜଣ ଭିନ୍ନ ଖେଳାଳି ଅରେଞ୍ଜ କ୍ୟାପ୍ ଜିତିଥିଲେ ।

- ବୈଭବ ଏବଂ ଅଭିଷେକ ମଧ୍ୟ ଅରେଞ୍ଜ କ୍ୟାପ୍ ରେସ୍

- ଏବେ କାହା ପାଖରେ ପର୍ପଲ କ୍ୟାପ୍ ?
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories