IPL Update / ପ୍ରଥମଥର ଚେପକରେ ହିଁ CSKକୁ ଧୂଳି ଚଟାଇଲା ପଞ୍ଜାବ କିଙ୍ଗ୍ସ
·9 hours ago·2 min read

Key Points
ଶୁକ୍ରବାର ଥିଲା କିଙ୍ଗ୍ସ ବନାମ କିଙ୍ଗ୍ସର ହାଇଭୋଲଟେଜ ମ୍ୟାଚ
ସପ୍ତମ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗସକୁ ପରାସ୍ତ କରି ପଞ୍ଜାବ କିଙ୍ଗସ ଇତିହାସ ରଚିଛି

ଶୁକ୍ରବାର ଥିଲା କିଙ୍ଗ୍ସ ବନାମ କିଙ୍ଗ୍ସର ହାଇଭୋଲଟେଜ ମ୍ୟାଚ। ସପ୍ତମ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗସକୁ ପରାସ୍ତ କରି ପଞ୍ଜାବ କିଙ୍ଗସ ଇତିହାସ ରଚିଛି। ଚେପକରେ ହିଁ CSKକୁ ଧୂଳି ଚଟାଇଲା ପଞ୍ଜାବ। CSK ପ୍ରଥମେ ବ୍ୟାଟିଂ କରି 20 ଓଭରରେ 209 ରନର ଏକ ବିରାଟ ସ୍କୋର କରିଥିଲା; କିନ୍ତୁ, ଟାର୍ଗେଟକୁ ପିଛା କରିବା ସମୟରେ, ପଞ୍ଜାବ କିଙ୍ଗସ ମାତ୍ର ୧୮.୪ ଓଭରରେ ୨୧୦ ରନ କରି ୫ ୱିକେଟରେ ମ୍ୟାଚ ଜିତି ନେଇଥିଲା। ଏହି ବିଜୟ ସହିତ ପଞ୍ଜାବ ଦଳ ଚେପକରେ ଏକ ସଫଳତା ହାସଲ କରିଛି ଯାହା ପୂର୍ବରୁ ସେଠାରେ କେବେ ହାସଲ କରିନଥିଲା।
ପଞ୍ଜାବ କିଙ୍ଗସ୍ ସିଏସକେକୁ ପରାସ୍ତ କରି ଇତିହାସ ରଚିଲା
ଶ୍ରେୟସ ଆୟରଙ୍କ ନେତୃତ୍ୱରେ, ପଞ୍ଜାବ କିଙ୍ଗସ୍ ଚେପକ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗସ୍ ବିପକ୍ଷରେ 210 ରନର ଟାର୍ଗେଟକୁ ସହଜରେ ପିଛା କରିଥିଲା। ଟାର୍ଗେଟକୁ ପିଛା କରୁଥିବା ସମୟରେ, ପଞ୍ଜାବ ପକ୍ଷରୁ ଓପନିଂ କରୁଥିବା ପ୍ରିୟାଂଶ ଆର୍ଯ୍ୟ ପାୱାରପ୍ଲେ ସମୟରେ ମାତ୍ର 12 ବଲରୁ 39 ରନ କରି ସିଏସକେକୁ ପ୍ରଭାବଶାଳୀ ଭାବରେ ମ୍ୟାଚରୁ ବାହାର କରିଦେଇଥିଲେ। ଏହି ସମୟରେ, ପ୍ରଭସିମରନ ସିଂହ ୩୪ ବଲରୁ ୪୩ ରନର ଅବଦାନ ଦେଇଥିଲେ, ଏବଂ ଅଧିନାୟକ ଶ୍ରେୟସ 29 ବଲରୁ 50 ରନର ଏକ ଚମତ୍କାର ଇନିଂସ ଖେଳି ଦଳକୁ ଲଗାତାର ଦ୍ୱିତୀୟ ବିଜୟ ପାଇଁ ଆଗକୁ ନେଇଥିଲେ।
ଏହାସହ ପଢ଼ନ୍ତୁ: ଆଜି ଚେନ୍ନାଇ ଓ ପଞ୍ଜାବ ମଧ୍ୟରେ ଲଢ଼େଇ....ଆହତ କାରଣରୁ ବଡ଼ ମ୍ୟାଚରୁ ଶ୍ରେୟସ ଆୟର OUT!
ଏହି ବିଜୟ ସହିତ, ପଞ୍ଜାବ ଦଳ ଏକ ପ୍ରମୁଖ ରେକର୍ଡ ମଧ୍ୟ ନିଜ ନାମରେ କରିଛି
ଏହି ବିଜୟ ସହ ପଞ୍ଜାବ କିଙ୍ଗସ ଆଇପିଏଲ୍ ଇତିହାସରେ ଏକ ନୂଆ ମାଇଲଖୁଣ୍ଟ ସ୍ଥାପନ କରିଛି। ଚେନ୍ନାଇର ଘରୋଇ ମଇଦାନ ‘ଚେପକ୍’ରେ ପଞ୍ଜାବ ଦ୍ୱିତୀୟ ଥର ପାଇଁ ୨୦୦ରୁ ଅଧିକ ରନର ଲକ୍ଷ୍ୟକୁ ସଫଳତାର ସହ ପିଛା କରିଛି। ଆଇପିଏଲ୍ ଇତିହାସରେ ପଞ୍ଜାବ ହେଉଛି ପ୍ରଥମ ଦଳ, ଯିଏ ଚେନ୍ନାଇ ବିପକ୍ଷରେ ତାଙ୍କରି ଘରେ ଦୁଇ ଦୁଇ ଥର ୨୦୦+ ରନ୍ ଚେଜ୍ କରିବାରେ ସଫଳ ହୋଇଛି। ଏହି ବିଜୟ ସହ ପଞ୍ଜାବ କିଙ୍ଗସ ଚଳିତ ସିଜନରେ ନିଜର ଦବଦବା ଜାରି ରଖିଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories