Shubman Gill Fined / ଜିତିବା ପରେ ବି ଝଟକା; ଲକ୍ଷ ଲକ୍ଷ ଫାଇନ ଗଣିବେ ଶୁବମନ ଗିଲ୍
·2 hours ago·2 min read

Key Points
ଦିଲ୍ଲୀକୁ ହରାଇ ବିଜୟର ଖାତା ଖୋଲିଲା ଗୁଜୁରାଟ
କିନ୍ତୁ ଲକ୍ଷ ଲକ୍ଷ ଫାଇନ ଗଣିବେ କ୍ୟାପ୍ଟେନ ଗିଲ୍

ଇଣ୍ଡିଆନ ପ୍ରିମିୟର ଲିଗ୍ (IPL)ର ଚଳିତ ସିଜିନରେ ଗୁଜୁରାଟ ଟାଇଟନ୍ସ ନାଟକୀୟ ବିଜୟ ହାସଲ କରିଛି । ଦଳ ଚଳିତ ସିଜିନରେ ନିଜର ବିଜୟର ଖାତା ଖୋଲିଥିବାବେଳେ ବିପକ୍ଷ ଟିମ ଦିଲ୍ଲୀ କ୍ୟାପିଟାଲ୍ସକୁ ୧ ରନରେ ହରାଇ ହ୍ୟାଟ୍ରିକ୍ ବିଜୟ ହାସଲ କରିବାରେ ଦଳକୁ ରୋକିଛି । ମାତ୍ର ବିଜୟ ସହିତ ଅଧିନାୟକ ଶୁବମନ ଗିଲଙ୍କୁ ଲାଗିଛି ଝଟକା । ଏବେ ଲକ୍ଷ ଲକ୍ଷ ଫାଇନ ଗଣିବେ ଗିଲ୍ ।
ମ୍ୟାଚରେ ଗୁଜୁରାଟ ଟାଇଟନ୍ସ ପ୍ରଥମେ ବ୍ୟାଟିଂ କରି ୨୧୧ ରନର ଏକ ବଡ଼ ସ୍କୋର କରିଥିଲା । ଏହାର ଜବାବରେ ଦିଲ୍ଲୀ କ୍ୟାପିଟାଲ୍ସ ଚମତ୍କାର ସଂଘର୍ଷ କରି ୧୯ ଓଭରରେ ୬ ୱିକେଟ୍ ହରାଇ ୧୯୮ ରନ୍ କରିଥିଲେ । ଶେଷ ଓଭରରେ ଦିଲ୍ଲୀକୁ ଜିତିବା ଲାଗି ଆବଶ୍ୟକ ଥିଲା ୧୩ ରନ୍ । ଲାଗୁଥିଲା ଯେପରି ଏହି ମୁକାବିଲା ସମ୍ପୂର୍ଣ୍ଣ ଭାବେ ଦିଲ୍ଲୀ ସପକ୍ଷରେ ରହିଛି । କିନ୍ତୁ ଠିକ୍ ଏହି ସମୟରେ ଦିଲ୍ଲୀ ଉପରେ ଗୁଜୁରାଟର ଧିମା ଓଭରର ପ୍ରଭାବ ପଡ଼ିଥିଲା । ଫଳରେ ଦିଲ୍ଲୀ ହ୍ୟାଟ୍ରିକ ବିଜୟ ହାସଲ କରିବାରୁ ବଞ୍ଚିତ ହୋଇଛି ।
ପଢନ୍ତୁ ଏହି ଖବର: ପ୍ରତି IPL ସିଜିନରେ ୨୪୦୦ କୋଟି କ୍ଷତି ସହୁଛି BCCI; ଲଲିତ ମୋଦିଙ୍କ ଖୁଲାସା
ମିଲର ଚତୁର୍ଥ ବଲରେ ଛକା ମାରି ମ୍ୟାଚକୁ ଦିଲ୍ଲୀ ସପକ୍ଷକୁ ଆଣିଥିଲେ । ଏବେ ଶେଷ ୨ ବଲରେ ମାତ୍ର ୨ ରନ ଆବଶ୍ୟକ ଥିଲା । ମାତ୍ର ୫ ନଂ ବଲରେ କୌଣସି ରନ୍ ଆସିନଥିଲା ଓ ଶେଷ ବଲରେ କୁଲଦୀପ ଯାଦବ ରନ୍ ଆଉଟ୍ ହୋଇଥିଲେ । ଏହିପରି ଭାବରେ ଦିଲ୍ଲୀ ୨୦ ଓଭରରେ ୮ ୱିକେଟ୍ ହରାଇ ୨୦୯ ରନ୍ କରିଥିଲା ଓ ୧ ରନରେ ପରାଜିତ ହୋଇଛି ।

- ସ୍ଲୋ ଓଭର ରେଟର ଉଲ୍ଳଙ୍ଘନ
- ଗିଲଙ୍କ ଉପରେ ୧୨ ଲକ୍ଷ ଜୋରିମାନା
- ଗୁଜୁରାଟ ଟାଇଟନ୍ସର ପ୍ରଥମ ବିଜୟ
ପଢନ୍ତୁ ଏହି ଖବର: ପ୍ରତି IPL ସିଜିନରେ ୨୪୦୦ କୋଟି କ୍ଷତି ସହୁଛି BCCI; ଲଲିତ ମୋଦିଙ୍କ ଖୁଲାସା
ମିଲର ଚତୁର୍ଥ ବଲରେ ଛକା ମାରି ମ୍ୟାଚକୁ ଦିଲ୍ଲୀ ସପକ୍ଷକୁ ଆଣିଥିଲେ । ଏବେ ଶେଷ ୨ ବଲରେ ମାତ୍ର ୨ ରନ ଆବଶ୍ୟକ ଥିଲା । ମାତ୍ର ୫ ନଂ ବଲରେ କୌଣସି ରନ୍ ଆସିନଥିଲା ଓ ଶେଷ ବଲରେ କୁଲଦୀପ ଯାଦବ ରନ୍ ଆଉଟ୍ ହୋଇଥିଲେ । ଏହିପରି ଭାବରେ ଦିଲ୍ଲୀ ୨୦ ଓଭରରେ ୮ ୱିକେଟ୍ ହରାଇ ୨୦୯ ରନ୍ କରିଥିଲା ଓ ୧ ରନରେ ପରାଜିତ ହୋଇଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories