MS Dhoni / ମ୍ୟାଚ୍ ଡେ'ରେ CSK ଡ୍ରେସିଂ ରୁମରୁ ଗାୟବ ଧୋନି; କୋଚ୍ କଲେ ବଡ଼ ଖୁଲାସା
·2 hours ago·2 min read

Key Points
କିମ୍ବଦନ୍ତୀ କ୍ରିକେଟର ଏମଏସ ଧୋନିଙ୍କୁ ନେଇ କୋଚଙ୍କ ବଡ଼ ଖୁଲାସା
କହିଦେଲେ କାହିଁକି ମ୍ୟାଚ୍ ଦିନ ଷ୍ଟାଡିୟମକୁ ଆସୁନାହାନ୍ତି ଧୋନି

ଭାରତୀୟ କ୍ରିକେଟର କିମ୍ଵଦନ୍ତୀ କ୍ରିକେଟର ମହେନ୍ଦ୍ର ସିଂ ଧୋନି ଏଯାବତ ଚଳିତ ଆଇପିଏଲ ଟୁର୍ଣ୍ଣାମେଣ୍ଟରେ ଗୋଟିଏ ବି ମ୍ୟାଚ୍ ଖେଳିନାହାନ୍ତି । ଧୋନି ଇଞ୍ଜୁରୀ ପାଇଁ ମ୍ୟାଚରୁ ବାହାରେ ଅଛନ୍ତି । ଚଳିତ ଆଇପିଏଲ ସିଜିନ ଆରମ୍ଭ ହେବା ପରେ ଧୋନି ମ୍ୟାଚ୍ ନ ଖେଳୁଥିଲେ ସୁଦ୍ଧା ଚେନ୍ନାଇ ସୁପର କିଙ୍ଗର (CSK) ମ୍ୟାଚ୍ ଦିନ ଷ୍ଟାଡିୟମରେ ଉପସ୍ଥିତ ରହୁଥିଲେ । କିନ୍ତୁ ଏବେ ଧୋନି ମ୍ୟାଚ୍ ଡେ'ରେ ଟିମ ସହିତ ଡ୍ରେସିଂ ରୁମ ସେୟାର କରୁନାହାନ୍ତି । ସିଏସକେ ମ୍ୟାଚରେ ଧୋନିଙ୍କୁ ନ ଦେଖି ଚିନ୍ତିତ ଥିଲେ ଫ୍ୟାନ୍ସ । ଏବେ ଏହା ପଛର କାରଣ କହିଛନ୍ତି ସିଏସକେର ବ୍ୟାଟିଂ କୋଚ୍ । ଏହାସହିତ ସେ ଧୋନିଙ୍କ କମବ୍ୟାକକୁ ନେଇ ବଡ଼ ଖୁଲାସା କରିଛନ୍ତି ।
ହସି ଆହୁରି କହିଛନ୍ତି ଯେ ଧୋନି ନିଜେ ଏହି ନିଷ୍ପତ୍ତିକୁ ସମର୍ଥନ କରନ୍ତି କାରଣ ଷ୍ଟାଡିୟମରେ ତାଙ୍କର ଉପସ୍ଥିତି ତାଙ୍କୁ କ୍ୟାମେରା ଏବଂ ପ୍ରଶଂସକମାନଙ୍କ ସହିତ ଘେରି ରହିଥାଏ, ଯାହା ଅନ୍ୟ ଖେଳାଳିମାନଙ୍କ ଉପରେ ଚାପ ପକାଇପାରେ । ମୁମ୍ବାଇ ବିପକ୍ଷ ମ୍ୟାଚ୍ ପୂର୍ବରୁ ହସି କହିଥିଲେ, "ଧୋନି ଜଣେ ବହୁ ଦଳ-ମୁଖୀ ଖେଳାଳି । ସେ ସର୍ବଦା ଦଳର ସର୍ବୋତ୍ତମ ସ୍ୱାର୍ଥକୁ ପ୍ରାଧାନ୍ୟ ଦିଅନ୍ତି । ସେ ଚିନ୍ତିତ ଥିଲେ ଯେ ଯଦି ସେ ମ୍ୟାଚକୁ ଆସନ୍ତି, ତେବେ ତାଙ୍କ ଉପରେ ଅଧିକ ଧ୍ୟାନ ଦିଆଯିବ । ପ୍ରଶଂସକମାନେ ତାଙ୍କୁ ସ୍ୱାଗତ କରିବେ ଏବଂ ତାଙ୍କୁ ଉତ୍ସାହିତ କରିବେ । ସେ ଚାହାଁନ୍ତି ଯେ ଦଳ କୌଣସି ବିଭ୍ରାନ୍ତି ବିନା ତା'ର କାମ କରୁ ।" ହସି ଏହା ମଧ୍ୟ କହିଥିଲେ ଯେ ସେ ନିଜେ ଡ୍ରେସିଂ ରୁମରେ ଧୋନିଙ୍କୁ ଚାହାଁନ୍ତି କାରଣ ସେ ଅଭିଜ୍ଞ । କିନ୍ତୁ ଶେଷ ନିଷ୍ପତ୍ତି ଧୋନିଙ୍କର ଥିଲା ।
ପଢନ୍ତୁ ଏହି ଖବର: ମହଙ୍ଗା ଜୀବନଶୈଳୀ, ବିଳାସପୂର୍ଣ୍ଣ କାର… 'ରାଜା' ପରି ବଞ୍ଚନ୍ତି ହିଟମ୍ୟାନ…ଜାଣନ୍ତୁ କେତେ ସମ୍ପତ୍ତିର ମାଲିକ?
ଏଠାରେ କହିରଖୁଛୁ କି, ଆଇପିଏଲର ଚାମ୍ପିଆନ୍ ଟିମ୍ ସିଏସ୍କେ ବର୍ତ୍ତମାନ ୮ଟି ମ୍ୟାଚ୍ରୁ ୩ଟି ବିଜୟ ସହିତ ସପ୍ତମ ସ୍ଥାନରେ ଅଛି । ପ୍ଲେଅଫ୍ରେ ପହଞ୍ଚିବା ପାଇଁ ସେମାନଙ୍କୁ ସେମାନଙ୍କର ବାକି ମ୍ୟାଚ୍ଗୁଡ଼ିକରେ ଦୃଢ଼ ପ୍ରତ୍ୟାବର୍ତ୍ତନ କରିବାକୁ ପଡ଼ିବ । ଚାମ୍ପିଆନ୍ ଟିମର ଏପରି ସ୍ଥିତିରେ ଫ୍ୟାନ୍ସ ବେଶ ନିରାଶ ଅଛନ୍ତି । ପ୍ରଶଂସକମାନେ ଧୋନିଙ୍କ ଉପସ୍ଥିତିକୁ ଚାହିଁ ବସିଛନ୍ତି ।
- ମ୍ୟାଚ୍ ଦିନ କାହିଁକି ଷ୍ଟାଡିୟମ ଆସୁନାହାନ୍ତି ଧୋନି ?

- ଧୋନିଙ୍କ ଫିଟନେସକୁ ନେଇ ବଡ଼ ସୂଚନା
ପଢନ୍ତୁ ଏହି ଖବର: ମହଙ୍ଗା ଜୀବନଶୈଳୀ, ବିଳାସପୂର୍ଣ୍ଣ କାର… 'ରାଜା' ପରି ବଞ୍ଚନ୍ତି ହିଟମ୍ୟାନ…ଜାଣନ୍ତୁ କେତେ ସମ୍ପତ୍ତିର ମାଲିକ?
ଏଠାରେ କହିରଖୁଛୁ କି, ଆଇପିଏଲର ଚାମ୍ପିଆନ୍ ଟିମ୍ ସିଏସ୍କେ ବର୍ତ୍ତମାନ ୮ଟି ମ୍ୟାଚ୍ରୁ ୩ଟି ବିଜୟ ସହିତ ସପ୍ତମ ସ୍ଥାନରେ ଅଛି । ପ୍ଲେଅଫ୍ରେ ପହଞ୍ଚିବା ପାଇଁ ସେମାନଙ୍କୁ ସେମାନଙ୍କର ବାକି ମ୍ୟାଚ୍ଗୁଡ଼ିକରେ ଦୃଢ଼ ପ୍ରତ୍ୟାବର୍ତ୍ତନ କରିବାକୁ ପଡ଼ିବ । ଚାମ୍ପିଆନ୍ ଟିମର ଏପରି ସ୍ଥିତିରେ ଫ୍ୟାନ୍ସ ବେଶ ନିରାଶ ଅଛନ୍ତି । ପ୍ରଶଂସକମାନେ ଧୋନିଙ୍କ ଉପସ୍ଥିତିକୁ ଚାହିଁ ବସିଛନ୍ତି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories