CSK vs RCB / ଭାଙ୍ଗିପାରିଲାନି ପରାଜୟର ଧାରା; RCBଠାରୁ ଚେନ୍ନାଇର ଶୋଚନୀୟ ପରାଜୟ
·2 hours ago·2 min read

Key Points
ଚଳିତ ଆଇପିଏଲ ସିଜିନରେ ଚେନ୍ନାଇର ହ୍ୟାଟ୍ରିକ୍ ପରାଜୟ
ଆରସିବି ଠାରୁ ୪୩ ରନରେ ହାରିଲା ସିଏସକେ
ଆରସିବି ଠାରୁ ୪୩ ରନରେ ହାରିଲା ସିଏସକେ
ରବିବାର ସନ୍ଧ୍ୟାରେ ଆଇପିଏଲର ୧୧ତମ ମ୍ୟାଚ୍ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ଚେନ୍ନାଇ ସୁପର କିଙ୍ଗସ ମଧ୍ୟରେ ଖେଳାଯାଇଥିଲା । ତେବେ ଆରସିବି ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ୪୩ ରନରେ ପରାସ୍ତ କରିଛି । ସେପଟେ ଚେନ୍ନାଇ ଚଳିତ ସିଜିନରେ ତୃତୀୟ ଥର ଲାଗି ପରାଜିତ ହୋଇଛି । ଏହି ମ୍ୟାଚରେ ଚେନ୍ନାଇ ପରାଜୟର ଧାରା ଭାଙ୍ଗି ପ୍ରଥମ ବିଜୟ ହାସଲ କରିବ ବୋଲି କୁହାଯାଉଥିଲା । ମାତ୍ର ଚେନ୍ନାଇ ହ୍ୟାଟ୍ରିକ ପରାଜୟ ବରଣ କରିଛି ।
ପଢନ୍ତୁ ଏହି ଖବର: ମୋତେ ଗାଳି ଦିଅ, କିନ୍ତୁ ସତ ଏୟା...ରାଗିଗଲେ ଅଶ୍ଵିନ
୨୫୦ ରନର ଟାର୍ଗେଟ ପିଛା କରୁଥିବା ବେଳେ, CSKର ଆରମ୍ଭ ଖରାପ ଥିଲା । ଦଳ ଶୀଘ୍ର ପ୍ରାରମ୍ଭିକ ୱିକେଟ ହରାଇବା ଫଳରେ ଦଳ ଉପରେ ଚାପ ବୃଦ୍ଧି ପାଇଲା । ଯଦିଓ ମଧ୍ୟକ୍ରମ ବ୍ୟାଟସମ୍ୟାନମାନେ ସତର୍କତାର ସହିତ ଖେଳିବାକୁ ଚେଷ୍ଟା କରିଥିଲେ ଏବଂ କିଛି ପରିମାଣରେ ଦଳକୁ ମ୍ୟାଚରେ ରଖିଥିଲେ କିନ୍ତୁ ବର୍ଦ୍ଧିତ ରନ ହାରର ଚାପରେ ସେମାନେ ମୁକ୍ତ ଭାବରେ ଖେଳିପାରିନଥିଲେ । ଶେଷରେ, ଦଳ ନିର୍ଦ୍ଧାରିତ ଓଭରରେ ଲକ୍ଷ୍ୟ ହାସଲ କରିପାରିଲା ନାହିଁ ଏବଂ ୪୩ ରନରେ ମ୍ୟାଚ୍ ହାରି ଚଳିତ ସିଜିନରେ ହ୍ୟାଟ୍ରିକ ପରାଜୟ ବରଣ କରିଛି ।
- ଚେନ୍ନାଇ ଆଗରେ ଥିଲା ୨୫୧ ରନ୍ ଟାର୍ଗେଟ୍
- ଫେଲ୍ ମାରିଲେ CSK ବୋଲର୍
ପଢନ୍ତୁ ଏହି ଖବର: ମୋତେ ଗାଳି ଦିଅ, କିନ୍ତୁ ସତ ଏୟା...ରାଗିଗଲେ ଅଶ୍ଵିନ
୨୫୦ ରନର ଟାର୍ଗେଟ ପିଛା କରୁଥିବା ବେଳେ, CSKର ଆରମ୍ଭ ଖରାପ ଥିଲା । ଦଳ ଶୀଘ୍ର ପ୍ରାରମ୍ଭିକ ୱିକେଟ ହରାଇବା ଫଳରେ ଦଳ ଉପରେ ଚାପ ବୃଦ୍ଧି ପାଇଲା । ଯଦିଓ ମଧ୍ୟକ୍ରମ ବ୍ୟାଟସମ୍ୟାନମାନେ ସତର୍କତାର ସହିତ ଖେଳିବାକୁ ଚେଷ୍ଟା କରିଥିଲେ ଏବଂ କିଛି ପରିମାଣରେ ଦଳକୁ ମ୍ୟାଚରେ ରଖିଥିଲେ କିନ୍ତୁ ବର୍ଦ୍ଧିତ ରନ ହାରର ଚାପରେ ସେମାନେ ମୁକ୍ତ ଭାବରେ ଖେଳିପାରିନଥିଲେ । ଶେଷରେ, ଦଳ ନିର୍ଦ୍ଧାରିତ ଓଭରରେ ଲକ୍ଷ୍ୟ ହାସଲ କରିପାରିଲା ନାହିଁ ଏବଂ ୪୩ ରନରେ ମ୍ୟାଚ୍ ହାରି ଚଳିତ ସିଜିନରେ ହ୍ୟାଟ୍ରିକ ପରାଜୟ ବରଣ କରିଛି ।
- ବେଙ୍ଗାଲୁରୁର ଆକ୍ରମଣାତ୍କ ବୋଲିଂରେ ଘାଇଲା CSK
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories