Final Match Rain Rule / ଅହମ୍ମଦାବାଦକୁ ୟେଲୋ ୱାର୍ଣ୍ଣିଂ; ବର୍ଷା ହେଲେ କିଏ ଜିତିବ IPL ଫାଇନାଲ୍ ?
·1 hour ago·2 min read

Key Points
ଆଜି ଆଇପିଏଲ ଫାଇନାଲ୍ ମ୍ୟାଚ୍
ସେପଟେ ଅହମ୍ମଦାବାଦକୁ ବର୍ଷା ପାଇଁ ଆଲର୍ଟ
ବର୍ଷା ହେଲେ କିଏ ଉଠାଇବ IPL ୨୦୨୬ ଟ୍ରଫି
ସେପଟେ ଅହମ୍ମଦାବାଦକୁ ବର୍ଷା ପାଇଁ ଆଲର୍ଟ
ବର୍ଷା ହେଲେ କିଏ ଉଠାଇବ IPL ୨୦୨୬ ଟ୍ରଫି
ଆଉ କିଛି ସମୟ ମଧ୍ୟରେ ଫାଇନାଲ ଟକ୍କର । ଆଇପିଏଲ ୨୦୨୬ ଟ୍ରଫି ପାଇଁ ମୁହାଁମୁହିଁ ହେବେ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ଗୁଜରାଟ ଟାଇଟାନ୍ସ । ଉଭୟ ଦଳ ଏହି ସିଜିନରେ ଚମତ୍କାର ପ୍ରଦର୍ଶନ କରିଛନ୍ତି । ଉଭୟ ଦଳ ଦ୍ୱିତୀୟ ଥର ପାଇଁ ଟାଇଟଲ୍ ଜିତିବା ଉଦ୍ଦେଶ୍ୟରେ ପଡ଼ିଆକୁ ଓହ୍ଲାଇବେ । ଆଜିର ମ୍ୟାଚ୍ରେ ପାଗ ଉପରେ ମଧ୍ୟ ନଜର ରହିଛି । ଅହମ୍ମଦାବାଦରେ ଆଜି ବର୍ଷା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ରହିଛି । ଯଦି ଫାଇନାଲ ମ୍ୟାଚରେ ବର୍ଷା ହୁଏ ତେବେ କିଏ ବିଜେତା ହେବ ତାକୁ ନେଇ ସମସ୍ତଙ୍କ ମଧ୍ୟରେ ଉତ୍କଣ୍ଠା ।
GT ସମ୍ଭାବ୍ୟ ପ୍ଲେଇଂ ୧୧: ସାଇ ସୁଦର୍ଶନ, ଶୁବମନ ଗିଲ (ଅଧିନାୟକ), ଜସ୍ ବଟଲର (ୱିକେଟ୍ କିପର), ନିଶାନ୍ତ ସିନ୍ଧୁ, ୱାଶିଂଟନ୍ ସୁନ୍ଦର, ଜେସନ ହୋଲ୍ଡର, ରସିଦ ଖାନ, ରାହୁଲ ତେୱାତିଆ, କାଗିସୋ ରାବାଡା, ମହମ୍ମଦ ସିରାଜ, ପ୍ରସିଦ୍ଧ କୃଷ୍ଣ, ଅର୍ଶଦ ଖାନ / ଆର.ସାଇ କିଶୋର
RCB ସମ୍ଭାବ୍ୟ ପ୍ଲେଇଂ ୧୧: ଭେଙ୍କଟେଶ ଆୟର, ବିରାଟ କୋହଲି, ଦେବଦତ୍ତ ପଡିକ୍କଲ, ରଜତ ପଟିଦାର (ଅଧିନାୟକ), ଜିତେଶ ଶର୍ମା (ୱିକେଟ୍ କିପର୍), ଟିମ ଡେଭିଡ୍, କୃଣାଲ ପାଣ୍ଡ୍ୟା, ଭୁବନେଶ୍ୱର କୁମାର, ଜୋଶ ହେଜେଲଉଡ, ରସିଖ ସଲାମ ଡାର, ଜ୍ୟାକବ୍ ଡଫି, ରୋମାରିଓ ଶେଫର୍ଡ
- ଅହମ୍ମଦାବାଦର ପାଗ କିପରି ରହିବ ?
- ଯଦି ବର୍ଷା ହୁଏ ତେବେ କଣ ହେବ ?
One last push 💪
— IndianPremierLeague (@IPL) May 31, 2026
One 𝗙𝗜𝗡𝗔𝗟 𝗟𝗘𝗔𝗣 🔥
The ultimate prize awaits on the other side 🏆#TATAIPL | #Final | #TheFinalLeap | #RCBvGT | @RCBTweets | @gujarat_titans pic.twitter.com/PdqvLhyjpA
- କାହାର ପଲ୍ଲା ଭାରି ?
GT ସମ୍ଭାବ୍ୟ ପ୍ଲେଇଂ ୧୧: ସାଇ ସୁଦର୍ଶନ, ଶୁବମନ ଗିଲ (ଅଧିନାୟକ), ଜସ୍ ବଟଲର (ୱିକେଟ୍ କିପର), ନିଶାନ୍ତ ସିନ୍ଧୁ, ୱାଶିଂଟନ୍ ସୁନ୍ଦର, ଜେସନ ହୋଲ୍ଡର, ରସିଦ ଖାନ, ରାହୁଲ ତେୱାତିଆ, କାଗିସୋ ରାବାଡା, ମହମ୍ମଦ ସିରାଜ, ପ୍ରସିଦ୍ଧ କୃଷ୍ଣ, ଅର୍ଶଦ ଖାନ / ଆର.ସାଇ କିଶୋର
RCB ସମ୍ଭାବ୍ୟ ପ୍ଲେଇଂ ୧୧: ଭେଙ୍କଟେଶ ଆୟର, ବିରାଟ କୋହଲି, ଦେବଦତ୍ତ ପଡିକ୍କଲ, ରଜତ ପଟିଦାର (ଅଧିନାୟକ), ଜିତେଶ ଶର୍ମା (ୱିକେଟ୍ କିପର୍), ଟିମ ଡେଭିଡ୍, କୃଣାଲ ପାଣ୍ଡ୍ୟା, ଭୁବନେଶ୍ୱର କୁମାର, ଜୋଶ ହେଜେଲଉଡ, ରସିଖ ସଲାମ ଡାର, ଜ୍ୟାକବ୍ ଡଫି, ରୋମାରିଓ ଶେଫର୍ଡ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories