IPL Controversy / କାହିଁକି ୩ ଷ୍ଟାର ଖେଳାଳିଙ୍କୁ ଚପଲରେ ମାରିବାକୁ କହିଲେ ଯୁବରାଜ?
·1 hour ago·2 min read

Key Points
ଆଇପିଏଲ ଚାଲୁଥିବାବେଳେ ହଠାତ ରାଗିଗଲେ ଯୁବରାଜ ସିଂ
କହିଲେ ଏହି ୩ ଖେଳାଳି ଦେଖାହେଲେ ତାଙ୍କୁ ଚପଲରେ ମାରିବି...

ଆଇପିଏଲ ଚାଲିଥିବାବେଳେ ରାଗିଗଲେ ଭାରତର ପୂର୍ବତନ ଷ୍ଟାର ଖେଳାଳି ଯୁବରାଜ ସିଂ। କହିଲେ ଏହି ୩ ଖେଳାଳି ଦେଖାହେଲେ ତାଙ୍କୁ ଚପଲରେ ମାରିବି। ହେଲେ ଖେଳାଳିଙ୍କକୁ ଏମିତି କାହିଁକି କହିଲେ ଯୁବି ତାହା ଏବେ ପଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଚାଲନ୍ତୁ ଜାଣିବା…
ଚଳିତ ଆଇପିଏଲର ପ୍ଲେ-ଅଫ୍ ଲାଇନଅପ୍ ଚୂଡ଼ାନ୍ତ ହୋଇସାରିଛି। ଆରସିବି, ଗୁଜରାଟ, ହାଇଦ୍ରାବାଦ ଏବଂ ରାଜସ୍ଥାନ ପ୍ଲେ-ଅଫକୁ ଯାଇଛନ୍ତି। ଆରମ୍ଭରୁ ଦମଦାର ପ୍ରଦର୍ଶନ କରିଥିବା ପଞ୍ଜାବ କିଙ୍ଗସ୍ ପ୍ଲେ-ଅଫରୁ ବିଦା ହୋଇଛନ୍ତି। ପୂର୍ବତନ ଭାରତୀୟ କ୍ରିକେଟର ଯୁବରାଜ ସିଂହ ରାଗିଯାଇଛନ୍ତି। ସେ ତିନି ଜଣ ଆଇପିଏଲ ଖେଳାଳିଙ୍କୁ ଚପଲରେ ମାରିବା ବିଷୟରେ କହି ସମାଲୋଚନା କରିଛନ୍ତି। କହିଛନ୍ତି କ୍ରିକେଟକୁ କିଛି ଖେଳାଳି ମଜାକ ବୋଲି ଭାବୁଛନ୍ତି। କିଛି ବି ସିରିୟଶନେସ ନାହିଁ।
ଏହାସହ ପଢ଼ନ୍ତୁ: ମୁମ୍ବାଇକୁ ହରାଇ ପ୍ଲେଅଫରେ ରାଜସ୍ଥାନ ରୟାଲ୍ସ…ବିଦା ହେଲେ କୋଲକତା, ପଞ୍ଜାବ
ଯୁବରାଜ ସିଂହ ଯେଉଁ ତିନି ଜଣ ଖେଳାଳିଙ୍କ ଉପରେ ଏପରି ମନ୍ତବ୍ୟ ଦେଇଛନ୍ତି ସେମାନଙ୍କ ଦଳ ପ୍ଲେଅଫ୍ ରୁ ବାଦ ପଡ଼ିଛି। ସେମାନଙ୍କ ମଧ୍ୟରୁ ଜଣେ ତାଙ୍କର ଶିଷ୍ୟ, ଏବଂ ଅନ୍ୟ ଦୁଇଜଣ ହୁଏତ ଯୁବରାଜ ସିଂହଙ୍କ ସହିତ ତାଲିମ ନେଇ ନାହାନ୍ତି। କିନ୍ତୁ ସେମାନେ ନିଶ୍ଚିତ ଭାବରେ ପଞ୍ଜାବ ଟିମର । ଯୁବରାଜ ସିଂହ ପ୍ରିୟାଂଶ ଆର୍ଯ୍ୟ, ଅର୍ଶଦୀପ ସିଂହ ଏବଂ ହରପ୍ରୀତ ବ୍ରାରଙ୍କୁ ଚପଲରେ ମାରିବା ବିଷୟରେ କହିଛନ୍ତି । ପ୍ରିୟାଂଶ ଆର୍ଯ୍ୟ , ଅର୍ଶଦୀପ ସିଂହ ଏବଂ ହରପ୍ରୀତ ବ୍ରାର ଏହି ତିନି ଜଣ ଖେଳାଳି ଚଳିତ ଆଇପିଏଲରେ ପଞ୍ଜାବ କିଙ୍ଗସର ଅଂଶ ଥିଲେ । ଗତ ସିଜିନରେ ପଞ୍ଜାବ ରନର୍ସଅପ ରହିଥିଲା। ଏଥର ଭଲ ଆରମ୍ଭ କରି ବି ଶେଷ ଆଡ଼କୁ ଗ୍ରୁପ୍ ପର୍ଯ୍ୟାୟରୁ ବାଦ ପଡ଼ିଛି।
ଏବେ ପ୍ରଶ୍ନ ହେଉଛି, ଯୁବରାଜ ସିଂହ କେବେ ତିନି ଜଣ ଖେଳାଳିଙ୍କୁ ତାଙ୍କ ଚପଲରେ ମାରିବା ବିଷୟରେ କହିଥିଲେ ? ଏହା ସେତେବେଳେ ଘଟିଥିଲା ଯେତେବେଳେ ହରପ୍ରୀତ ବ୍ରାର ପ୍ରିୟାଂଶ ଆର୍ଯ୍ୟ ଏବଂ ଅର୍ଶଦୀପ ସିଂହଙ୍କ ଫଟୋ ସେୟାର କରିଥିଲେ। ହରପ୍ରୀତ ପ୍ରିୟାଂଶଙ୍କୁ ଜଣେ ସ୍ଲୋଗର ଏବଂ ଅର୍ଶଦୀପଙ୍କୁ ଜଣେ ବ୍ଲଗର ବୋଲି ବର୍ଣ୍ଣନା କରିଥିଲେ। ଯୁବରାଜ ସିଂହ ସେହି ଫଟୋ ଉପରେ ମନ୍ତବ୍ୟ ଦେଇ ଲେଖିଛନ୍ତି, "ତୁମ ସମସ୍ତଙ୍କୁ ଚପଲରେ ମାରିବାର ସମୟ ଆସିଛି। "
IPLରେ ଏହି ୩ ଖେଳାଳି ନିରାଶ କରିଥିଲେ
ଏହି ଖେଳାଳିଙ୍କ ଦଳ ପଞ୍ଜାବ କିଙ୍ଗସ୍ ପ୍ଲେଅଫରେ ପହଞ୍ଚିପାରି ନାହିଁ। ସେମାନଙ୍କ ପ୍ରଦର୍ଶନ କଥା କହିବାକୁ ଗଲେ କେବଳ ପ୍ରିୟାଂଶ ଆର୍ଯ୍ୟଙ୍କ ପ୍ରଦର୍ଶନ କିଛିଟା ଭଲ ରହିଥିଲା। ପ୍ରିୟାଂଶ ଆର୍ଯ୍ୟ ୧୩ଟିରେ ୨୧୧ରୁ ଅଧିକ ଷ୍ଟ୍ରାଇକ୍ ରେଟରେ ୩୬୪ରନ୍ କରିଛନ୍ତି। ଅର୍ଶଦୀପ ସିଂହ ୧୪ ମ୍ୟାଚରେ ମାତ୍ର ୧୪ ୱିକେଟ୍ ନେଇଛନ୍ତି। ୩୮.୬୪ ହାରରେ ୫୪୧ ରନ୍ ଏବଂ ୧୦.୨୦ ଇକୋନୋମିରେ ୫୪୧ ରନ୍ ଦେଇଛନ୍ତି। ଏହି ସମୟରେ ହରପ୍ରୀତ୍ ବ୍ରାର ଦୁଇଟି ମ୍ୟାଚ୍ ଖେଳି ଦୁଇଟି ୱିକେଟ୍ ନେଇଛନ୍ତି।
“Chapalan Da Time” 😂🔥
— ViralDecoded (@ViralDecoded) May 25, 2026
Punjab Kings के खिलाड़ियों Harpreet Brar, Arshdeep Singh और Priyansh Arya की एक Instagram post इतनी वायरल हुई कि खुद Yuvraj Singh को comment करना पड़ गया 😭
Harpreet Brar ने फोटो डालकर लिखा —
“1 Slogger & 1 Vlogger” 😅
फिर एंट्री हुई Yuvi Paaji की…… pic.twitter.com/ye6OIBxZdO
ଚଳିତ ଆଇପିଏଲର ପ୍ଲେ-ଅଫ୍ ଲାଇନଅପ୍ ଚୂଡ଼ାନ୍ତ ହୋଇସାରିଛି। ଆରସିବି, ଗୁଜରାଟ, ହାଇଦ୍ରାବାଦ ଏବଂ ରାଜସ୍ଥାନ ପ୍ଲେ-ଅଫକୁ ଯାଇଛନ୍ତି। ଆରମ୍ଭରୁ ଦମଦାର ପ୍ରଦର୍ଶନ କରିଥିବା ପଞ୍ଜାବ କିଙ୍ଗସ୍ ପ୍ଲେ-ଅଫରୁ ବିଦା ହୋଇଛନ୍ତି। ପୂର୍ବତନ ଭାରତୀୟ କ୍ରିକେଟର ଯୁବରାଜ ସିଂହ ରାଗିଯାଇଛନ୍ତି। ସେ ତିନି ଜଣ ଆଇପିଏଲ ଖେଳାଳିଙ୍କୁ ଚପଲରେ ମାରିବା ବିଷୟରେ କହି ସମାଲୋଚନା କରିଛନ୍ତି। କହିଛନ୍ତି କ୍ରିକେଟକୁ କିଛି ଖେଳାଳି ମଜାକ ବୋଲି ଭାବୁଛନ୍ତି। କିଛି ବି ସିରିୟଶନେସ ନାହିଁ।
ଏହାସହ ପଢ଼ନ୍ତୁ: ମୁମ୍ବାଇକୁ ହରାଇ ପ୍ଲେଅଫରେ ରାଜସ୍ଥାନ ରୟାଲ୍ସ…ବିଦା ହେଲେ କୋଲକତା, ପଞ୍ଜାବ
ଯୁବରାଜ ସିଂହ ଯେଉଁ ତିନି ଜଣ ଖେଳାଳିଙ୍କ ଉପରେ ଏପରି ମନ୍ତବ୍ୟ ଦେଇଛନ୍ତି ସେମାନଙ୍କ ଦଳ ପ୍ଲେଅଫ୍ ରୁ ବାଦ ପଡ଼ିଛି। ସେମାନଙ୍କ ମଧ୍ୟରୁ ଜଣେ ତାଙ୍କର ଶିଷ୍ୟ, ଏବଂ ଅନ୍ୟ ଦୁଇଜଣ ହୁଏତ ଯୁବରାଜ ସିଂହଙ୍କ ସହିତ ତାଲିମ ନେଇ ନାହାନ୍ତି। କିନ୍ତୁ ସେମାନେ ନିଶ୍ଚିତ ଭାବରେ ପଞ୍ଜାବ ଟିମର । ଯୁବରାଜ ସିଂହ ପ୍ରିୟାଂଶ ଆର୍ଯ୍ୟ, ଅର୍ଶଦୀପ ସିଂହ ଏବଂ ହରପ୍ରୀତ ବ୍ରାରଙ୍କୁ ଚପଲରେ ମାରିବା ବିଷୟରେ କହିଛନ୍ତି । ପ୍ରିୟାଂଶ ଆର୍ଯ୍ୟ , ଅର୍ଶଦୀପ ସିଂହ ଏବଂ ହରପ୍ରୀତ ବ୍ରାର ଏହି ତିନି ଜଣ ଖେଳାଳି ଚଳିତ ଆଇପିଏଲରେ ପଞ୍ଜାବ କିଙ୍ଗସର ଅଂଶ ଥିଲେ । ଗତ ସିଜିନରେ ପଞ୍ଜାବ ରନର୍ସଅପ ରହିଥିଲା। ଏଥର ଭଲ ଆରମ୍ଭ କରି ବି ଶେଷ ଆଡ଼କୁ ଗ୍ରୁପ୍ ପର୍ଯ୍ୟାୟରୁ ବାଦ ପଡ଼ିଛି।
ଏବେ ପ୍ରଶ୍ନ ହେଉଛି, ଯୁବରାଜ ସିଂହ କେବେ ତିନି ଜଣ ଖେଳାଳିଙ୍କୁ ତାଙ୍କ ଚପଲରେ ମାରିବା ବିଷୟରେ କହିଥିଲେ ? ଏହା ସେତେବେଳେ ଘଟିଥିଲା ଯେତେବେଳେ ହରପ୍ରୀତ ବ୍ରାର ପ୍ରିୟାଂଶ ଆର୍ଯ୍ୟ ଏବଂ ଅର୍ଶଦୀପ ସିଂହଙ୍କ ଫଟୋ ସେୟାର କରିଥିଲେ। ହରପ୍ରୀତ ପ୍ରିୟାଂଶଙ୍କୁ ଜଣେ ସ୍ଲୋଗର ଏବଂ ଅର୍ଶଦୀପଙ୍କୁ ଜଣେ ବ୍ଲଗର ବୋଲି ବର୍ଣ୍ଣନା କରିଥିଲେ। ଯୁବରାଜ ସିଂହ ସେହି ଫଟୋ ଉପରେ ମନ୍ତବ୍ୟ ଦେଇ ଲେଖିଛନ୍ତି, "ତୁମ ସମସ୍ତଙ୍କୁ ଚପଲରେ ମାରିବାର ସମୟ ଆସିଛି। "
IPLରେ ଏହି ୩ ଖେଳାଳି ନିରାଶ କରିଥିଲେ
ଏହି ଖେଳାଳିଙ୍କ ଦଳ ପଞ୍ଜାବ କିଙ୍ଗସ୍ ପ୍ଲେଅଫରେ ପହଞ୍ଚିପାରି ନାହିଁ। ସେମାନଙ୍କ ପ୍ରଦର୍ଶନ କଥା କହିବାକୁ ଗଲେ କେବଳ ପ୍ରିୟାଂଶ ଆର୍ଯ୍ୟଙ୍କ ପ୍ରଦର୍ଶନ କିଛିଟା ଭଲ ରହିଥିଲା। ପ୍ରିୟାଂଶ ଆର୍ଯ୍ୟ ୧୩ଟିରେ ୨୧୧ରୁ ଅଧିକ ଷ୍ଟ୍ରାଇକ୍ ରେଟରେ ୩୬୪ରନ୍ କରିଛନ୍ତି। ଅର୍ଶଦୀପ ସିଂହ ୧୪ ମ୍ୟାଚରେ ମାତ୍ର ୧୪ ୱିକେଟ୍ ନେଇଛନ୍ତି। ୩୮.୬୪ ହାରରେ ୫୪୧ ରନ୍ ଏବଂ ୧୦.୨୦ ଇକୋନୋମିରେ ୫୪୧ ରନ୍ ଦେଇଛନ୍ତି। ଏହି ସମୟରେ ହରପ୍ରୀତ୍ ବ୍ରାର ଦୁଇଟି ମ୍ୟାଚ୍ ଖେଳି ଦୁଇଟି ୱିକେଟ୍ ନେଇଛନ୍ତି।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories