ଅଦା ଓ ରସୁଣ ପେଷ୍ଟକୁ ଏପରି ରଖନ୍ତୁ ରହିବ ଅଧିକ ଦିନ

ଅର୍ଗସ ବ୍ୟୁରୋ: ବର୍ତ୍ତମାନ ବ୍ୟସ୍ତବହୁଳତା ଜୀବନ ଭିତରେ ସମସ୍ତେ ଚାହାନ୍ତି କି ସମସ୍ତ କାମ ଜଲଦି । ସବଠୁ ବଡ କଥା ହେଉଛି କି ରୋଷେଇ କରିବା । ରୋଷେଇ କରିବା ସମୟରେ ମସଲାର ଆବଶ୍ୟକ ପଡିଲେ ତାକୁ ତିଆରି କରିବା ପାଇଁ ମଧ୍ୟ ସମୟ ନଷ୍ଟ ହୋଇଥାଏ । ତେବେ ଅନେକ ସମୟରେ ଘରେ ରହିଥିବା ଅଦା,ରସୁଣ ଶୁଖିଯାଇ ଖରାପ ହୋଇଯୋଏ। କିନ୍ତୁ ଏହି ପରି କିଛି ଉପାୟରେ ଅଦା ,ରସୁଣ ପେଷ୍ଟ କରନ୍ତୁ ଯାହାକି ମାସ ମାସ ପର୍ଯ୍ୟନ୍ତ ରହିବ ।
ସମସ୍ତ ରୋଷେଇ ଘରେ ଆଦା,ରସୁଣର ଆବଶ୍ୟକତା ରହିଛି । ଏହା ବିନା କୌଣସି ଜିନିଷର ସ୍ଵାଦ ଆଧୁରା ଭଳି ଲାଗିଥାଏ । ରୋଷେଇ ସମୟରେ ପେଷ୍ଟ କରିବା ପାଇଁ ଅଧିକ କଷ୍ଟ ଓ ସମୟ ମଧ୍ୟ ଲାଗିଥାଏ । ଏଥିରୁ କିଛି ସହଜ ଉପାୟରେ ପେଷ୍ଟ ବନେଇ ପାରିବେ ।
ଅଦା ଓ ରସୁଣ ପେଷ୍ଟରେ ଧଳା ସୋଢା ବ୍ୟବହାର କରନ୍ତୁ । ଏହି ପେଷ୍ଟକୁ ତିଆରି କରିବା ପାଇଁ ବରଫ ଖଣ୍ଡର ଆବଶ୍ୟକତା ରହିଛି । ସେହି ପେଷ୍ଟକୁ ଅଧିକ ଦିନ ରଖିହା ପାଇଁ ଏକ ପ୍ଲାଷ୍ଟିକ ଜରିରେ ରଖିପାରିବେ ।
📱 Get Argus News App
✨ଅଧିକ ପଢ଼ନ୍ତୁ ଜୀବନଶୈଳୀ ଖବର :
ଯେଉଁ ଡବା ପୁରା ଟାଇଡ ଥିବ ସେଥିରେ ଆପଣ ଏହାକୁ ଷ୍ଟୋର କରି ରଖିପାରିବେ । ବହୁ ଦିନ ପଯ୍ୟନ୍ତ ରହିପାରିବ । ଏହି ପେଷ୍ଟକୁ ଅଧିକ ସମୟ ଫ୍ରେସ ରଖିବା ପାଇଁ ବଟର ପେପରର ବ୍ୟବହାର କରନ୍ତୁ ।