Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Lifestyle

ଅର୍ଗସ ସ୍ୱାଦ ଓଡ଼ିଶା ସିଜନ୍-୩, ସୁପର ସେଫ-୨... ଦେଖନ୍ତୁ, ପ୍ରତି ଶନିବାର ରାତି ୮ଟା ୩୦ରେ

Sushanta Sahoo
Browse all articles by Sushanta Sahoo
·10 months ago·1 min read
ଅର୍ଗସ ସ୍ୱାଦ ଓଡ଼ିଶା ସିଜନ୍-୩, ସୁପର ସେଫ-୨... ଦେଖନ୍ତୁ, ପ୍ରତି ଶନିବାର ରାତି ୮ଟା ୩୦ରେ

Key Points

ଓଡ଼ିଶାର ଭିନ୍ନ ଭିନ୍ନ ଖାଦ୍ୟର ସ୍ଵାଦ ସହ ସଂସ୍କୃତିର ହେବ ପରିଚୟ । ସ୍ଵାଦ ଓଡ଼ିଶା ସିଜନ୍-୧ ଓ ୨ର ଅପୂର୍ବ ସଫଳତା ପରେ ଅର୍ଗସ ସ୍ୱାଦ ଓଡ଼ିଶା ସିଜନ୍-୩, ସୁପର ସେଫ-୨ ଆସୁଛି ଆପଣଙ୍କ ଟିଭିରେ ।

ଭୁବନେଶ୍ଵର: ଓଡ଼ିଶାର ଲୋକପ୍ରିୟ କୁକିଂ ସୋ ଅର୍ଗସ ସ୍ଵାଦ ଓଡ଼ିଶା । ଓଡ଼ିଶାର ଭିନ୍ନ ଭିନ୍ନ ଖାଦ୍ୟର ସ୍ଵାଦ ସହ ସଂସ୍କୃତିର ହେବ ପରିଚୟ । ସ୍ଵାଦ ଓଡ଼ିଶା ସିଜନ୍-୧ ଓ ୨ର ଅପୂର୍ବ ସଫଳତା ପରେ ଅର୍ଗସ ସ୍ୱାଦ ଓଡ଼ିଶା ସିଜନ୍-୩, ସୁପର ସେଫ-୨ ଆସୁଛି ଆପଣଙ୍କ ଟିଭିରେ । ଯାହା ଆହୁରି ସ୍ଵାଦିଷ୍ଟ ହେବା ସହ ଆପଣଙ୍କୁ ଦେବ ଖାଦ୍ୟର ଭରପୂର ମଜା ।


ଓଡ଼ିଶାର ପ୍ରତ୍ୟେକ ଖାଦ୍ୟରେ ରହିଛି ସ୍ୱତନ୍ତ୍ର ପରିଚୟ । ପ୍ରତ୍ୟେକ ସ୍ୱାଦ କହେ ସଂସ୍କୃତି ଓ ପରମ୍ପରାର କାହାଣୀ । ମେଗା କିଚେନରେ ଦେଖିବେ, ଅସଲି କୁକିଂର ମ୍ୟାଜିକ । ଓଡ଼ିଶାର ପ୍ରଥମ ରିଆଲିଟି କୁକିଂ ସୋ ରେ ଲାଗିବ ଦମଦାର ତଡ଼କା । ଏଥର ନୂଆ ସ୍ୱାଦ, ନୂଆ ଅନୁଭୂତି ସହ । ଅଗଷ୍ଟ ୨୩ରୁ କେବଳ ଅର୍ଗସ ନ୍ୟୁଜରେ ଦେଖନ୍ତୁ, ଅର୍ଗସ ସ୍ୱାଦ ଓଡ଼ିଶା ସିଜନ-୩, ସୁପର ସେଫ-୨ । ପ୍ରତି ଶନିବାର ରାତି ୮ଟା ୩୦ରେ ଏବଂ ପୁନଃ ପ୍ରସାରଣ ରବିବାର ଦିନ ୧ଟା ୩୦ ରେ ।


ଓମଫେଡ୍ ପ୍ରାୟୋଜିତ ଅର୍ଗସ ସ୍ୱାଦ ଓଡ଼ିଶା ସିଜନ-୩ ଅର୍ଗସ ନ୍ୟୁଜ୍‌ରେ ପ୍ରସାରିତ ହେବ । ଓଡ଼ିଶାର ବିଭିନ୍ନ ପ୍ରାନ୍ତର ନୂଆ ନୂଆ ଖାଦ୍ୟର ସ୍ଵାଦ ପାଇବେ ଓଡ଼ିଶାବାସୀ । କ'ଣ ଆପଣ ବି ନୂଆ ନୂଆ ଖାଇବାକୁ ଭଲ ପାଆନ୍ତି, ତା'ହେଲେ ଆଉ ବିଳମ୍ବ କାହିଁକି... ଅର୍ଗସ୍ ନ୍ୟୁଜରେ ଦେଖନ୍ତୁ ଅର୍ଗସ ସ୍ୱାଦ ଓଡ଼ିଶା ସିଜନ-୩, ସୁପର ସେଫ-୨ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


Sponsored
Argus Swaad Odisha Season 3 Returns with Super Chef 2 – A Culinary Celebration of Odisha | Argus News | Argus News