Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Lifestyle

ଆସ୍ଥମା ଥିଲେ ନିଜକୁ କିପରି ରକ୍ଷା କରିବେ ଜାଣନ୍ତୁ

Rashmita Mishra
Browse all articles by Rashmita Mishra
·2 years ago·1 min read
ଆସ୍ଥମା ଥିଲେ ନିଜକୁ କିପରି ରକ୍ଷା କରିବେ ଜାଣନ୍ତୁ

ଅର୍ଗସ ବ୍ୟୁରୋ: ଖରା ଗରମ ଏବଂ ଆର୍ଦ୍ରତା ଦ୍ଵାରା ଶ୍ୱାସକ୍ରିୟା ଜୋରରେ କିମ୍ଵା ଧିରେ ହୋଇଥାଏ । ଯାହା  ଆସ୍ଥମା ରୋଗୀ ମାନଙ୍କର ଆହୁରି ଅଧିକ ଖରାପ କରିପାରେ । ଡିହାଇଡ୍ରେସନ୍ ଏବଂ ତାପମାତ୍ରା ବଢିବା ହେତୁ କଣ୍ଠ ମୋଟା ହୋଇପାରେ । ଆଜମା ରୋଗୀଙ୍କ ପାଇଁ ଏହା ପରି ଶ୍ୱାସକ୍ରିୟା କରିବା ବହୁତ କଷ୍ଟ ହୋଇଥାଏ । ଏହି ଗରମ ଏବଂ ଥଣ୍ଡା ପାଗ ଆଜ୍ନା ରୋଗୀଙ୍କୁ ଅଧିକ ଅସୁବିଧାରେ ପକାଇପାରେ ସେଥିପାଇଁ ନିଜକୁ କିପରି ରକ୍ଷା କରିବେ ଜାଣନ୍ତୁ। 

ଏହି ଗରମ ଏବଂ ଥଣ୍ଡା ପାଗରେ ଅଧିକ ଦେହ ଖାରାପ ହୋଇଥାଏ । ଏହି ରୂତୁରେ ଅନେକ ରୋଗରେ ଆକ୍ରାନ୍ତ ହୋଇଥାନ୍ତି । କିନ୍ତୁ  ଆସ୍ଥମା ରୋଗୀଙ୍କ ପାଇଁ ଏହା ବହୁର ଖରାପ ହେଇଥାଏ ।କିନ୍ତୁ  ଆସ୍ଥମା ରୋଗୀ ମାନଙ୍କ ପାଇଁ ଏହା ବହୁତ ମାରାତ୍ମକ ହୋଇଥାଏ । ଏଇଥି ପାଇଁକି ଅନେକ ମାତ୍ରାରେ ପ୍ରଦୂଷିତ ବାୟୁ ଓ ଅଧିକ ଧୂଳି ହେଇଥିବା ମଧ୍ୟ ସେମାନାଙ୍କ ପାଇଁ ବିପଦ ହୋଇଥାଏ । ଏହି ସବୁ କାରଣ ପାଇଁ ଶ୍ଵାସକ୍ରିୟା କରିବାରେ ବହୁତ ଅସୁବିଧା । ଖାଲି ଏତିକି ନୁହେଁ ଏହା ଅଣନିଶ୍ଵାସୀ ଏବଂ ଗରମ ମଧ୍ୟ ସୃଷ୍ଟି କରିପାରେ । ଏହି କାରଣରୁ, କାଶ,ମୁଣ୍ଡ ବୁଲାଇବା ଏବଂ ନିଶ୍ୱାସ ପ୍ରଶ୍ୱାସ ସହିତ  ଆସ୍ଥମା ରୋଗର ଅନେକ ଲକ୍ଷଣ ଦେଖିବାକୁ ମିଳିଥାଏ। ତେବେ ଏହି ରୋଗୀ ମାନେ ଖରା ଗରମରେ ସତର୍କତା ଅବଲମ୍ଵନ କରନ୍ତୁ । 

 ଆସ୍ଥମା ରେଗୀ ମାନେ ବାହାରେ ଖରାରେ ବୁଲିବା ସେମାନଙ୍କ ସ୍ଵାସ୍ଥ ପ୍ରତି କୁପ୍ରଭାବ ପକାଏ । ନିଆଁ, ପାଣି ଠାରୁ ଦୂରରେ ରହିବା ଆବଶ୍ୟକ ତାସହ ଖାଇବା ପ୍ରତି ବିଷେଶ ଧ୍ୟାନ ଦେହା ଉଚିତ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଜୀବନ ଶୈଳୀ ଖବର:

Sponsored
asthma-patients-precautions-patients-may-face-problems-in-humid-and-hot-weather-know-how-to-protect-yourself | Argus News