Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Lifestyle

ଚକୋଲେଟ୍ ଖାଉଥିଲେ ସାବଧାନ, ହୋଇପାରେ ଏହି ସବୁ ରୋଗ

Rashmita Mishra
Browse all articles by Rashmita Mishra
·1 year ago
ଚକୋଲେଟ୍ ଖାଉଥିଲେ ସାବଧାନ, ହୋଇପାରେ ଏହି ସବୁ ରୋଗ


ଅର୍ଗସ ବ୍ୟୁରୋ: ଚକୋଲେଟ ଖାଇବାକୁ କାହାକୁ ବା ଭଲ ନ ଲାଗେ? ଏଭଳି ଖୁବ୍ କମ୍ ଲୋକ ଥିବେ ଯାହାଙ୍କୁ ଚକୋଲେଟ୍ ଭଲ ଲାଗୁନଥିବା । ପିଲାଙ୍କଠାରୁ ଆରମ୍ଭ କରି ବୟସ୍କ ସମସ୍ତେ ଚକୋଲେଟ୍ ଖାଇବାକୁ ଭଲ ପାଇଥାନ୍ତି । ଚାହିଦାକୁ ଦେଖି ବଜାରକୁ ଏବେ ବଭିନ୍ନ ଭେରାଇଟିର ଚକୋଲେଟ୍ ବି ଆସିଲାଣି । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଚକୋଲେଟ୍ ଖାଇଲେ ସାଂଘାତିକ ରୋଗ ହେଉଛି ।ଚକୋଲେଟ୍ ଖାଇଲେ ଡାଇବେଟିସ୍ ହେବାର ସବୁଠାରୁ ଅଧିକ ସମ୍ଭାବନା ରହିଛି । ଚକୋଲେଟ୍ ଓଜନ ବଢାଇବା ସହିତ ଶରୀରକୁ ବିକଶିତ କରିବାରେ ବାଧକ ସୃଷ୍ଟି କରିଥାଏ । ଗୁରୁତର କଥା ହେଉଛି ଚକୋଲେଟ୍ ଖାଇଲେ ହୃଦଘାତ ଓ ଷ୍ଟ୍ରୋକ ହେବାର ସମ୍ବାବନା ଥାଏ । କିଡନୀ, ପେଟ ଯନ୍ତ୍ରଣା ଓ ହାଡ ଗୁଡିକ ଦୁର୍ବଳ କରି ଦେଇଥାଏ ।

ଅଧିକ ପଢନ୍ତୁ ଜୀବନ ଶୈଳୀ ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Be careful if you eat chocolate, it can cause all these diseases | Argus News