Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଡେଙ୍ଗୁ ହେଲେ କଣ ଖାଇବେ...

Lifestyle

ଡେଙ୍ଗୁ ହେଲେ କଣ ଖାଇବେ...

Rashmita Mishra
Browse all articles by Rashmita Mishra
·2 years ago·1 min read
ଡେଙ୍ଗୁ ହେଲେ କଣ ଖାଇବେ...

ଅର୍ଗସ ବ୍ୟୁରୋ: ଡେଙ୍ଗୁ ରୋଗ ପାଇଁ ଏହା ହେଉଛି ରାମ ଵାଣ ହୋଇଥାଏ । ଡେଙ୍ଗୁ ମଶାରୁ ବହୁର କ୍ଷତିକାତକ ରୋଗ ହୋଇଥାଏ। ଡେଙ୍ଗୁ ରୋଗ ହେଵା ଦ୍ଵାରା  ମଣିଷ ଶରୀରରେ ପଟଲେଟ୍ସର ସ୍ତର କମିଥାଏ । ତାହା କମିଯିବା ଦ୍ଵାରା ରକ୍ତ ସଂଚାଳନ ହେଵାର ଅନେକ ଅସୁଵଧାଵା ହୋଇଥାଏ । 

ତେଵେ ଆସନ୍ତୁ ଜାଣିଵା ସେଇ ସଵୁ ଫଳ ସଵୁ ବିଷୟରେ ଯାହା ଡେଙ୍ଗୁ ହେଲେ ଖାଇବା ଦ୍ଵାରା ଅନେକ ଫାଇଦା ମିଳିଥାଏ ।

କିଓ୍ବି:- ଡେଙ୍ଗୁ ରୋଗ ହେଲେ ଏହି ଫଳ ଖାଇଵା ଆଵଶ୍ୟକ । କିୱି ଖାଇଵା ଦ୍ଵରା ହଜମ ଶକ୍ତିକୁ ମଜୁବୁତ ହୋଇଥାଏ  ତାହା ସହ ଶରୀରରେ ଜଲଦି ପେଟଲଟ୍ସ ସ୍ତରକୁ ଵଢାଇଥାଏ । 

ଡାଳିମ୍ଵ :- ଏହି ଫଳ ଖାଇଵା ଦ୍ଵାରା ଶରୀରରେ ଏଣ୍ଟିଅକସାଇଡ ସ୍ତର କମ ଥିଲେ ତାହା ପୂରଣ ହୋଇଥାଏ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

କଦଳୀ:-କଦଳୀ ଖାଇଵା ଦ୍ଵାରା ଶରୀରରେ ଆଇରନ ମାତ୍ରା ଵଢିଥାଏ । ଏହା ଵଢିଵା ଦ୍ଵାରା ଡେଙ୍ଗୁ ରୁ ମିକ୍ତି ମିଳିଥାଏ ।

ପପେୟା :-ଡେଙ୍ଗୁ ରୋଗରେ ପପେୟା ଖାଇଵା ଦ୍ଵାରା ମଧ୍ୟ ଅନେକ ଲାଭ ମିଳିଥାଏ । ତାହା ସହ ଖାଲି ଫଳ ନୁହଁ ବରଂ ତା ପତ୍ର ମଧ୍ୟ ଦେହ ପାଇଁ ବହୁର ଭଲ ହୋଇଥାଏ 

ଅଧିକ ପଢ଼ନ୍ତୁ ଜୀବନ ଶୈଳୀ ଖବର:

Argus Whatsapp Channel Mobile Top
Sponsored
best-fruits-for-dengue-patients | Argus News