Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Lifestyle

ଏପରି ନକରିବେ ତେବେ ସାରା ଜୀବନ ଦାରିଦ୍ୟତା ଦୂର ହେବ ନାହିଁ

Rashmita Mishra
Browse all articles by Rashmita Mishra
·2 years ago·1 min read
ଏପରି ନକରିବେ ତେବେ ସାରା ଜୀବନ ଦାରିଦ୍ୟତା ଦୂର ହେବ ନାହିଁ

ଅର୍ଗସ ବ୍ୟୁରୋ: ପ୍ରତେକ ଲୋକ ଚାହାନ୍ତି ଭଲରେ ରହିବାକୁ ଭଲରେ ବଚିଂବାକୁ କିନ୍ତୁ କିଛି ଲୋକଙ୍କ ପାଖରୁ ଦାରିଦ୍ୟତା ଯାଇନଥାଏ । ଯେତେ ରୋଜଗାର କଲେ ମଧ୍ୟ କିଛି ଲୋକଙ୍କ ପାଖରୁ ତାହା ଦୂର ହୋଇନଥାଏ । କିନ୍ତୁ ଖାଲି ଥରେ ଏହି ଜିନିଷ କରନ୍ତୁ ଦୂର ହୋଇଯିବ ଦାରିଦ୍ୟତା ।ଯଦି ଏପରି ନକରିବେ ତେବେ ସାରା ଜୀବନ ଦାରିଦ୍ୟତା ଦୂର ହେବ ନାହିଁ । 

ଆଚାର୍ଯ୍ୟ ଚାଣକ୍ୟଙ୍କ କହିବାନୁସାରେ ଏପରି କରିବା ଦ୍ଵାରା ମଣିଷଙ୍କର ଦାରିଦ୍ୟତା ଦୂର ହୋଇଯାଏ । ଚାଣକ୍ୟଙ୍କ କହିବାନୁସାରେ ଯେଉଁ ବ୍ୟକ୍ତି ପ୍ରତିଦିନ କଠିନ ପରିଶ୍ରମ କରିଥାନ୍ତି ।ସେହି ବ୍ୟକ୍ତିଙ୍କର ଦାରିଦ୍ୟତା ଆପେ ଆପେ ଦୂର ହୋଇଯାଏ। ଯଦି ଆପଣ ଏହପରି କଠିନ ପରିଶ୍ରମ ସବୁ ବେଳେ କରନ୍ତି ତ ଆପଣଙ୍କର ଭାଗ୍ୟ ମଧ୍ୟ ବଦଳିଯିବ । ଯାହା ଆପଣଙ୍କ ପାଇଁ ଏକ ନୂଆ ଦିନ ହେବ ।ଖାଲି ସେତିକି ନୁହେଁ ଯେଉଁ ମଣିଷ ଯେଉଁ ବ୍ୟକ୍ତି ମାନେ ସବୁବେଳେ କର୍ମ କରିଥାନ୍ତି କେବଳ ସେହି ବ୍ୟକ୍ତି ମାନେ ସଫଳତା ହାସଲ କରି ଆଗକୁ ବଢି ପାରିବେ । 

ଯଦି ଜଣେ ମଣିଷ ସଚ୍ଚୋଟ ଉପାୟରେ କଠିନ ପରିଶ୍ରମ କରି କୌଣସି ଧନ ଉର୍ପଜନ କରିଥାନ୍ତି ତେବେ ତାକୁ  ସମସ୍ତ ସୁଖ ମିଳିଥାଏ । ତେବେ ଯଦି ଆପଣ କୌଣସି କାମ କରନ୍ତି ସତ ଉପାୟରେ କରନ୍ତୁ ଜୀବନରେ ବହୁତ ଆଗକୁ ଯିବେ । 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଜୀବନ ଶୈଳୀ ଖବର:

Sponsored
chanakya-niti-says-always-stay-away-from-laziness-hardwork-is-only-key-to-success-earn-money-tviss | Argus News