Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Lifestyle

ମଧୁମେହ ରୋଗୀ ମାନେ ଖାଇପାରିବେ ଏହି ୫ଟି ଖଟା, ମିଠା ଫଳ

Rashmita Mishra
Browse all articles by Rashmita Mishra
·1 year ago·1 min read
ମଧୁମେହ ରୋଗୀ ମାନେ ଖାଇପାରିବେ ଏହି ୫ଟି ଖଟା, ମିଠା ଫଳ

ଅର୍ଗସ ବ୍ୟୁରୋ: ମଧୁମେହ ରୋଗୀ ମାନେ ଖାଇପାରିବେ ଏହି ୫ଟି ଖଟା, ମିଠା ଫଳ । ମଧୁମେହ କ୍ରନିକ୍ ରୋଗ ଯାହା ପାଇଁ ଲୋକମାନଙ୍କର ବ୍ଲଡ ସୁଗାର ଅତ୍ୟଧିକ ବଢିଯାଇଥାଏ । ଏହାକୁ ନିୟନ୍ତ୍ରଣ କରିବା ଲାଗି ସାରା ଜୀବନ ଖାଇବା ପିଇବାର ଧ୍ୟନ ରଖିବା ପାଇଁ ପଡିଥାଏ । ମଧୁମେହ ରୋଗୀମାନଙ୍କୁ ଏପରି କିଛି ଫଳ ଖାଇବାର ପରମର୍ଶ ଦିଅନ୍ତୁ । ଯେଉଁଥିରେ ସୁଗାରର ମାତ୍ରା ଗାଲାଇସୋମିକ ଇଣ୍ଡୋକ୍ସ କମ୍ ହୋଇଥାଏ । ତା ମଧ୍ୟରୁ କିଛି ମିଠା ଫଳ ଅଛି ଯେଉଁଗୁଡିକ ସୁଗାରର ସ୍ତର ନିୟନ୍ତ୍ରଣ କରିପାରିବେ । 

ସୋଓ:- ସୋଓରେ ଫାଇବର, ଆଣ୍ଟିଅକ୍ସିଡାଣ୍ଟ ରହିଥାଏ ଯାହାକି ବ୍ଲଡ ସୁଗାରକୁ ନିୟନ୍ତ୍ରଣ କରିବାରେ ସାହାର୍ଯ୍ୟ କରିଥାଏ । ପ୍ରତିଦିନ ସକାଳେ ଏହାକୁ ଖାଇବା ଦ୍ଵାରା ମଧୁମେହ ରୋଗୀ ମାନଙ୍କୁ ଅନେକ ଫାଇଦା ମିଳିଥାଏ । 

ଡାଳିମ୍ଵ:- ଡାଳିମ୍ଵର ସ୍ଵାଦ ହୁଏତ ମିଠା ହୋଇଥାଏ କିନ୍ତୁ ସୁଗାର ରୋଗୀ ମାନେ ମଧ୍ୟ କିଛି ମାତ୍ରାରେ ଖାଇପାରିବେ । ଏଥିରେ  ଭିଟାମିନ ସମେତ ଅନେକ ପୋଷକ ତ୍ତତ୍ଵ ଭରପୂର ହୋଇରହିଛି । ଯାହାକି ସୁଗାରକୁ ନିୟନ୍ତ୍ରଣ କରିଥାଏ ।

ଷ୍ଟ୍ରବେରୀ:- ଷ୍ଟ୍ରବେରୀ,ବ୍ଲୁବେରୀ ଆଉ ରୋପବେରୀ ସମେତ ସବୁ ପ୍ରକାରର ବେରୀରେ ଫାଇବର ଓ ଆଣ୍ଟିଅକ୍ସିଡାଣ୍ଟ ରହିଥାଏ । ଏହିଥିରେ ଇନସୁଲିନର ସୁଧାର ଆସିଥାଏ ଆଉ ସୁଗାରକୁ ନିୟନ୍ତ୍ରଣ କରିଥାଏ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅମୃତଭଣ୍ଡା:- ଅମୃତଭଣ୍ଡା ଖାଇବା ମଧୁମେହ ରୋଗୀଙ୍କ ପାଇଁ ବହୁତ ଫାଇଦା ହୋଇଥାଏ । ଅମୃତଭଣ୍ଡାରେ ଫାଇବର ଆଉ ଭିଟାମିନ ଏ ପ୍ରଚୁର ପରିମାଣରେ ମିଳିଥାଏ । ଯାହା ସ୍ଵାସ୍ଥ୍ୟ ପାଇଁ ବହୁତ ଲାଭ ହୋଇଥାଏ । 

ଚୋରୀ:- ଚୋରୀରେ ଆଣ୍ଟିଅକ୍ସିଡାଣ୍ଟ ରହିଥାଏ ଯାହା ସୁଜନ କମ୍ କରିଥାଏ । ଏହାକୁ ମଧୁମେହ ରୋଗୀ ମାନେ ଖାଇପାରିବେ । ଏହାକୁ ଖାଇବା ଦ୍ଵାରା ମଧୁମେହ ରୋଗୀ ମାନଙ୍କୁ ଅନେକ ଫାଇଦା ମିଳିଥାଏ । 

ଅଧିକ ପଢ଼ନ୍ତୁ ଜୀବନ ଶୈଳୀ ଖବର...

Sponsored
Diabetics can eat these 5 sour, sweet fruits | Argus News