Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Lifestyle

ସନ୍ଧ୍ୟାରେ ଭୋକ ଲାଗିଲେ ଏହାକୁ ଖାଆନ୍ତୁ

Rashmita Mishra
Browse all articles by Rashmita Mishra
·2 years ago·1 min read
ସନ୍ଧ୍ୟାରେ ଭୋକ ଲାଗିଲେ ଏହାକୁ ଖାଆନ୍ତୁ

ଅର୍ଗସ ବ୍ୟୁରୋ: ବର୍ତ୍ତମାନ ମୋଟା ପଣ ଗୋଟେ ବଡ ସମସ୍ୟା ସମସ୍ତଙ୍କ ପାଇଁ। କିନ୍ତୁ ସନ୍ଧ୍ୟାରେ ଯଦି ଆପଣ ମାନେ ସ୍ୟସ୍ଥ ଉପଯୋଗୀ ଖାଦ୍ୟ ନଖାଆନ୍ତି । ତେବେ ମୋଟା ପଣ ବଢିଥାଏ । ଅଧିକାଶଂ ଲୋକଙ୍କୁ ସନ୍ଧ୍ୟାରେ ସମୟରେ ଅଧିକ ଭୋକ ଲାଗିଥାଏ ।ଆଉ ଠିକ ସେହି ସମୟରେ ଲେକମାନେ ବାହାରର ତେଲ ଭଜା ଖାଦ୍ୟ ଖାଇଥାନ୍ତି । ଆଉ ସେଥିପାଇଁ ଶରୀରର ମୋଟା ପଣ ବଢିବାକୁ ଲାଗିଥାଏ । ତେବେ ସନ୍ଧ୍ୟାର ଖାଇବାର ଧ୍ୟାନ ଦିଅନ୍ତୁ ।ଯେବେ ସନ୍ଧ୍ୟାରେ ଭୋକ ଲାଗୁଛି ଖାଆନ୍ତୁ ଏପରି ଜିନିଷ ଖାଆନ୍ତୁ ଯେମିତି ବଢିବ ନାହିଁ ଆପଣଙ୍କ ଓଜନ । ତେବେ କ'ଣ ଖାଇବା ଆସନ୍ତୁ ଜାଣିବା । 

ଅଧିକ ପଢ଼ନ୍ତୁ ଜୀବନ ଶୈଳୀ ଖବର:

ସନ୍ଧ୍ୟା ସମୟରେ ଭୋକ ହେଲେ ଡ୍ରାଏ ଫ୍ରୁଟସ୍ ଖାଆନ୍ତୁ କାରଣ ଏଥିରେ ଫାଇବର ପ୍ରଚୁର ପରିମାଣରେ ଯାହା ଅଧିକ ସମୟ ପର୍ଯ୍ୟନ୍ତ ଭୋକ ହୋଇନଥାଏ । ସନ୍ଧ୍ୟା ସମୟରେ ଗ୍ରୀନ ଟି ପିଅନ୍ତୁ । ଏହାକୁ ପିଇବା ଦ୍ଵାରା ଆପଣଙ୍କ ଶରୀରକୁ ସୁସ୍ଥ ରଖିଥାଏ । ତା ସହ ସନ୍ଧ୍ୟା ବେଳେ ଗଜା ମୁଗ ଖାଇବା ବହୁର ଭଲ ହୋଇଥାଏ । ପନୀର ଖାଇଲେ ବି ସ୍ୟସ୍ଥ ପ୍ରତି ଭଲ ହୋଇଥାଏ  କାରଣ ପନୀନରେ କ୍ୟାଲସିୟମ ଭରପୂର ହୋଇ ରହିଛି । ଆଉ କଦଳୀ ଖାଇଲେ ଅଧିକ ସ୍ୟ ପର୍ଯ୍ୟନ୍ତ ଭୋକ ଲାଗିନଥାଏ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
eat-these-things-in-evening-you-will-not-gain-weight | Argus News