Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଖରାଦିନରେ ବାହାରକୁ ବାହାରିଲେ...

Lifestyle

ଖରାଦିନରେ ବାହାରକୁ ବାହାରିଲେ...

Rashmita Mishra
Browse all articles by Rashmita Mishra
·1 year ago·1 min read
ଖରାଦିନରେ ବାହାରକୁ ବାହାରିଲେ...

ଅର୍ଗସ ବ୍ୟୁରୋ: ବର୍ତ୍ତମାନ ଖରା ଗରମ ଏତେ ମାତ୍ରାରେ ଯେ ବାହାରକୁ ବାହାରିବା ସମ୍ଭବ ନୁହେଁ । ଯଦି ଆପଣ ହିଟ୍ ଷ୍ଟୋକରୁ ବଂଚିବା  ପାଇଁ ଚାହୁଛନ୍ତି ତେବେ ଏହି ସବୁ ଜିନିଷକୁ ଧ୍ୟାନ ଦେବା ଆବଶ୍ୟକ । 

ଯଦି ଆପଣ ଖରା ବେଳେ ବାହରକୁ କୁଆଡେ ଯାଉଛନ୍ତି ତେବେ ସାଙ୍ଗରେ ଟୋପି,ଚଶମା ,ଛତା ନେବାକୁ ଭୁଲନ୍ତୁ ନାହିଁ । ହାଳୁକା ରଙ୍ଗର ଓ ଢିଲା କପଡା ପିନ୍ଧନ୍ତୁ ।  ଖାଲିଲେତିକି ନୁହେଁ ଡିହାଇଡ୍ରେସନରୁ ବଚିଂବା ପାଇଁ ବାରମ୍ବାର orsର ପାଣି ପିଅନ୍ତୁ  ।ଖାରା ଦିନରେ ମସଲାଯୁକ୍ତ ଖାଇବା କଥା ନୁହେଁ ସନ୍ତୁଳିତ ହାଳୁକା ଖାଦ୍ୟ ନିୟମିତ ଭାବରେ ଖାଇବା ଉଚିତ୍ । 

ରୋଷେଇ କରିବା ସମୟରେ ଝରକା ,କବାଟ ଖୋଲା ରଖିବା ଆବଶ୍ୟକ। ଆପଣ ଯଦି ଅଧିକ ପରିଶ୍ରମ କରୁଛନ୍ତି ତେବେ ମଝିରେ ମଝିରେ ଆରାମ କରିବା ଆବଶ୍ୟକ । ଖରା ଦିନରେ ଅଧିକରୁ ଅଧିକ ପାଣି ପିଅନ୍ତୁ ଯାହା ଆପଣଙ୍କ ଶରୀରକୁ ସୁସ୍ଥ ରଖିବାରେ ସାହାର୍ଯ୍ୟ କରିଥାଏ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଜୀବନଶୈଳୀ ଖବର: 

Sponsored
follow-these-tips-to-get-rid-of-heat-stroke | Argus News