World Expensive Mattress / ବିଶ୍ୱର ସବୁଠାରୁ ମହଙ୍ଗା ଗଦି, ତିଆରି କରିବାକୁ ଲାଗେ ୨୫ ଦିନ, କଣ ଏଥିରେ ଖାସ୍
·1 hour ago·3 min read

Key Points
ବିଶ୍ୱର ସବୁଠାରୁ ମହଙ୍ଗା ଗଦିର ମୂଲ୍ୟ କେତେ ?
ଏହାକୁ କେଉଁ କମ୍ପାନୀ ତିଆରି କରେ ?
କାହିଁକି ଏହା ସେଲିବ୍ରିଟିଙ୍କ ପ୍ରଥମ ପସନ୍ଦ ? ଜାଣନ୍ତୁ
ଏହାକୁ କେଉଁ କମ୍ପାନୀ ତିଆରି କରେ ?
କାହିଁକି ଏହା ସେଲିବ୍ରିଟିଙ୍କ ପ୍ରଥମ ପସନ୍ଦ ? ଜାଣନ୍ତୁ
ଆରାମରେ ଶୋଇବା ପାଇଁ ଆମେ ଖଟ ଉପରେ ଗଦି ପକାଉ । ଆଜିକାଲି ବଜାରରେ ଭିନ୍ନ ଭିନ୍ନ ବ୍ରାଣ୍ଡର ଗଦି ମିଳୁଛି । ପୁରାତନ କାଳରେ ଲୋକେ ପୁରୁଣା କପଡ଼ାରୁ ତିଆରି କରୁଥିଲେ କନ୍ଥା । ଆଉ ତାହାକୁ ଗଦି ପରି ବ୍ୟବହାର କରୁଥିଲେ । ମାତ୍ର ଏବେ ବଜାରରେ ରେଡି ମେଡ୍ ଗଦି ମିଳୁଛି । ବିଭିନ୍ନ ବ୍ରାଣ୍ଡର ଗଦିର ଦାମ ମଧ୍ଯ ଅଲଗା । ହେଲେ ଆପଣ ଜାଣନ୍ତି କି ବିଶ୍ଵର ସବୁଠାରୁ ମହଙ୍ଗା ଗଦି କେଉଁଟି ଓ ଏହାକୁ କାହିଁକି କୋଟି କୋଟି ଦାମରେ ବିକ୍ରି କରାଯାଏ ।
ବିଶ୍ୱର ସବୁଠାରୁ ମହଙ୍ଗା ଗଦି ସ୍ୱିଡିସ୍ କମ୍ପାନୀ ହାଷ୍ଟେନ୍ସ ଦ୍ୱାରା ପ୍ରସ୍ତୁତ, ଯାହା ୧୭୪ ବର୍ଷ ପୂର୍ବେ ଅର୍ଥାତ ୧୮୫୨ରେ ପର୍ ଆଡଲଫ୍ ଜାନସନଙ୍କ ଦ୍ୱାରା ପ୍ରତିଷ୍ଠିତ ହୋଇଥିଲା । ତାଙ୍କ ବଂଶଧରମାନେ ଏବେ ବି ଏହି କମ୍ପାନୀକୁ ଚଲାଉଛନ୍ତି । କମ୍ପାନୀର ୱେବସାଇଟ୍ ଅନୁଯାୟୀ, ସେମାନେ ବର୍ତ୍ତମାନ ୧୩ ପ୍ରକାରର ଗଦି ତିଆରି କରନ୍ତି, ଯେଉଁଥିରୁ ସବୁଠାରୁ ମହଙ୍ଗା ହେଉଛି ଗ୍ରାଣ୍ଡ ଭିଭିଡସ୍ ମଡେଲ୍, ଯାହାର ମୂଲ୍ୟ ପ୍ରାୟ ୭.୩ କୋଟି ଟଙ୍କା ।

- ଘୋଡ଼ା ଲୋମର ହୁଏ ବ୍ୟବହାର
- ଗଦି ଉପରେ ୨୫ ବର୍ଷର ୱାରେଣ୍ଟି
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
- ଗଦିର ଓଜନ କେତେ ?
ପଢନ୍ତୁ ଏହି ଖବର: ନିଦରୁ ଉଠିବା ମାତ୍ରେ ଆପଣ ଫୋନ୍ ଖୋଜିଥାନ୍ତି ହେଲେ କାହିଁକି ଜାଣନ୍ତୁ ଏହାର କାରଣ...
- ରାଜକୀୟ ବ୍ୟକ୍ତି ଏବଂ ସେଲିବ୍ରିଟିଙ୍କ ଭାରି ପ୍ରିୟ
- ଭାରତରେ ଏହି ଗଦି ମିଳେ କି ?
Related Topics
Explore more stories