ଓଜନ ହ୍ରାସ କରିବ ଆମଲା

ଅର୍ଗସ ବ୍ୟୁରୋ: ବତ୍ତମାନ ସମୟରେ ଓଜନ ଵୃଦ୍ଧିକୁ ନେଇ ସମସ୍ତଙ୍କର ଗୋଏ ବଡ ଚିନ୍ତା । ଓଜନ କମାଇଵା ପାଇଁ ପ୍ରତିଦିନ ବ୍ୟାୟାମ ସହିତ ଉପଯୁକ୍ତ ଖାଦ୍ୟ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ।ଏପରି ପରିସ୍ଥିତିରେ, ଆପଣ ଓଜନ ହ୍ରାସ କରିବାକୁ ହେଲେ ପ୍ରତିଦିନ ଆମଲା ଖାଆନ୍ତୁ ଆପଣଙ୍କୁ ମିଳିବ ଫାଇଦା ।
ଲୋକମାନେ ଓଜନ ହ୍ରାସ କରିବାକୁ ଅନେକ ପଦ୍ଧତି ଗ୍ରହଣ କରନ୍ତି ।ଏଥିପାଇଁ ବହୁତ କଠିନ ପରିଶ୍ରମ କରିବାକୁ ପଡେ । କାରଣ ଅତି ସହଜରେ ଓଜନ ହ୍ରାସ ହୁଏ ନାହିଁ । ଯାଦୁ ପରି ଶରୀରକୁ କିଛି ପ୍ରଭାବିତ କରେ ନାହିଁ ।ଓଜନ ହ୍ରାସ ପାଇଁ ପ୍ରତିଦିନ ବ୍ୟାୟାମ ଏବଂ ସଠିକ୍ ଖାଇବା ଅଭ୍ୟାସ ଆବଶ୍ୟକ ।ଆହୁରି ମଧ୍ୟ ଖାଦ୍ୟରେ କିଛି ଖାଦ୍ୟ ପଦାର୍ଥ ଅଛି ଯାହାକୁ ଖାଦ୍ୟରେ ଅନ୍ତର୍ଭୁକ୍ତ କରି ଆପଣ ସହଜରେ ଓଜନ ହ୍ରାସ କରିପାରିବେ ।ସେଥିମଧ୍ୟରୁ ଗୋଟିଏ ହେଉଛି 'ଆମଲା ରସ'ରେ ଅନେକ ପ୍ରକାରର ପୋଷକ ତତ୍ତ୍ୱ ଅଛି । ଭିଟାମିନ୍ ସି ଏବଂ ଆଣ୍ଟିଅକ୍ସିଡାଣ୍ଟରେ ଭରପୂର ଥିବାରୁ ଏହା ଶରୀରରେ ଥିବା କ୍ଷତିକାରକ ବିଷାକ୍ତ ପଦାର୍ଥକୁ ବାହାର କରିବାରେ ସାହାଯ୍ୟ କରିଥାଏ ।
ଏହା ବ୍ୟତୀତ ଭିଟାମିନ୍ ସି ମଧ୍ୟ ଏଥିରେ ଅଛି ଯାହା ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ସହାୟକ ହୋଇଥାଏ ।ଆମଲା ମଧ୍ୟ ଫାଇବରର ଏକ ଉତ୍କୃଷ୍ଟ ଉତ୍ସ ।ଏହାକୁ ଖାଇବା ଦ୍ୱାରା ହଜମ ପ୍ରକ୍ରିୟାରେ ଉନ୍ନତି ହୋଇପାରିବ ।କଞ୍ଚା ଆମ୍ଲା ଖାଇବା ପାଇଁ ଟିକେ ଖରାପଏବଂ ଖଟା ତେଣୁ ଅନେକ ଲୋକ ଏହାକୁ ଖାଇବାକୁ ପସନ୍ଦ କରନ୍ତି ନାହିଁ ।କିନ୍ତୁ ସକାଳେ ଏହି ରସ ପିଇବା ଦ୍ୱାରା ଆପଣଙ୍କ ଓଜନ ହ୍ରାସ ହେବ ଆସନ୍ତୁ ଜାଣିବା ଆମଲା ରସ ତିଆରି କରିବାର ପଦ୍ଧତି ।
ଅଧିକ ପଢ଼ନ୍ତୁ ଜୀବନଶୈଳୀ ଖବର :
📱 Get Argus News App
✨