|
logo
Live

Argus News - ସୁଗାର ନିୟନ୍ତ୍ରଣ କରିବ ନାଶପାତି

Lifestyle

ସୁଗାର ନିୟନ୍ତ୍ରଣ କରିବ ନାଶପାତି

Rashmita Mishra
Browse all articles by Rashmita Mishra
·1 year ago·1 min read
ସୁଗାର ନିୟନ୍ତ୍ରଣ କରିବ ନାଶପାତି

ଅର୍ଗସ ବ୍ୟୁରୋ: ସୁଗାର ରୋଗୀ ମାନେ ନିଜ ଶରୀରକୁ ସୁସ୍ଥ ରଖିବା ପାଇଁ ଅନେକ ପ୍ରକାରର ଉପଚାର ବ୍ୟବହୀର କରିଥାନ୍ତି । ସେଥିର୍ ପୁଣି ଖାଇବାର ଟିକେ ଏପଟ ସେପଟ ହେଲେ ସୁଗାରର ସ୍ତର ବଢିଯାଇଥାଏ ।କିନ୍ତୁ ଏହି ଫଳ ସୁଗାର ରୋଗୀଙ୍କ ପାଇଁ ଔଷଧ ପରି କାମ କରିଥାଏ । ବର୍ତ୍ତମାନ ବର୍ଷା ଋତୁ ଆସିଯାଇଛି ଆଉ ଏହି ଋତୁରେ ନାଶପାତି ଅତି ସହଜରେ ବଜାରରେ ମିଳିଯାଉଛି । 

ଏହାର ସ୍ଵାଦ ଯେମିତି ତା'ଠାରୁ ଅଧିକ ଶରୀର ପାଇଁ ପୋଷକ ତତ୍ଵରେ ଭରପୂର ହୋଇ ରହିଛି । ଡାକ୍ତରଙ୍କ କହିବାନୁସାରେ ନାଶପାତି ପ୍ରତିଦିନ ଗୋଟାଏ ଲେଖାଁଏ ଖାଇବା ଦ୍ଵାରା ରୋଗ ପ୍ରତିରୋଧକ ବଢିଥାଏ । ଏହାକୁ ଖାଇବା ଦ୍ଵାରା ଓଜନ ମଧ୍ୟ କମାଇଥାଏ । ଆଉ ସୁଗାର ରୋଗୀ ଏହାକୁ ପ୍ରତିଦିନ ଖାଇବା ଦ୍ଵାରା ସେମାନଙ୍କୁ ଅନେକ ଫାଇଦା ମିଳଇଥାଏ । ଏହା ଦ୍ଵାରା ସୁଗାର ନିୟନ୍ତ୍ରଣରେ ରହିଥାଏ । ଖାଲି ସେତିକି ନୁହେଁ ଯଦି ଶରୀରରେ ଆଇରନର ଆଭାବ ରହିଥାଏ ତାହା ମଧ୍ୟ ପୂରଣ କରିଥାଏ । 

ଅଧିକ ପଢନ୍ତୁ ଜୀବନଶୌଳୀ ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ସୁଗାର ନିୟନ୍ତ୍ରଣ କରିବ ନାଶପାତି | Argus News