Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Lifestyle

ଖାଲି ପେଟରେ ବେଲ ପତ୍ର ଖାଇଲେ...

Rashmita Mishra
Browse all articles by Rashmita Mishra
·2 years ago·1 min read
ଖାଲି ପେଟରେ ବେଲ ପତ୍ର ଖାଇଲେ...

ଅର୍ଗସ ବ୍ୟୁରୋ: ଅନେକ ସମୟରେ ଆମ ମାନଙ୍କର ଦେହ ଖରାପ ହେଲେ ଅମେ ଘରୋଇ ଉପଚାର ଵ୍ୟଵହାର କରନ୍ତି । ଏମିତି ଅନେକ କିଛି ଜିନିଷ ଅଛି ଯାହାର ଔଷଧୀୟ ଗୁଣ ବହୁତ ଥାଏ । ସେଥି ମଧ୍ୟରୁ ଗୋଟିଏ ହେଉଛି ବେଲ ପତ୍ର। 

ଖାଲି ପେଟରେ ବେଲ ପତ୍ର ଖାଇବା ଦ୍ଵାରା ଅନେକ ଫାଇଦା ମିଳିଥାଏ ।କୁହାଯାଏକି ବେଲ ପତ୍ର ହେଉଛି ଅନେକ ପୋଷକ ତ୍ଵତ୍ତରେ ଭରପୂର ସମ୍ଭାର । ଏଥିରେ ଭିଟାମିନ ଏ,ସି,ବି୧ ପ୍ରଚୁର ପରିମାଣରେ ରହିଛି ଯାହା ଦ୍ଵାରା ଏହାକୁ ଖାଇଵା ଦ୍ଵାରା ଶରୀରକୁ ଅନେକ ଫାଇଦା ଦେଇଥାଏ । 

ଏହାକୁ ପ୍ରତିଦିନ ଖାଇବା ଦ୍ଵାରା ପେଟ ସହ ଜଡିତ ଅନେକ ରୋଗରୁ ମୁକ୍ତି ମିଳିଥାଏ । 

ତାହ ସହ ଖାଲି ପେଟରେ ଏହାକୁ ଖାଇଵା ଦ୍ଵାରା ଗ୍ୟାସ ଆଉ ଏସିଡିଟି ଦୂର ହୋଇଥାଏ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଖାଲି ସେତିକି ନୁହେଁ ଯଦି ପାଟିରେ ଘା ହେଇଥାଏ ତାହା ମଧ୍ୟ ଦୂର କରିଥାଏ । ଏଵଂ

ଡାଇବେଟିସ ରୋଗୀଙ୍କ ପାଇଁ ଅନେକ ଫାଇଦା ଥାଏ ।

ଅଧିକ ପଢ଼ନ୍ତୁ ଜୀବନ ଶୈଳୀ ଖବର:

 

Sponsored
health-tips-benefits-of-eating-belpatra-empty-stomach | Argus News