Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Lifestyle

ଏମିତି ଶୋଉଥିଲେ ସାବଧାନ!

Rashmita Mishra
Browse all articles by Rashmita Mishra
·2 years ago·1 min read
ଏମିତି ଶୋଉଥିଲେ ସାବଧାନ!

ଅର୍ଗସ ବ୍ୟୁରୋ: ଦିନ ସାରା ଆମେ ସସସ୍ତେ କିଛି ନା କିଛି କାମ କରିଥାଉ କିନ୍ତୁ ରାତିରେ ଆମ ଶରୀରକୁ ସ୍ଥିର କରିବା ଦରକାର ଶରୀରକୁ ସୁସ୍ଥ ରଖିବା ପାଇଁ । କିନ୍ତୁ ଆପଣ ଶେଇବା ସମୟରେ ଏମିତି କିଛି ଭୁଲ କରୁନାହାନ୍ତି ତ ।ଅଧିକାଶଂ ଲୋକ ତକିଆକୁ ନେଇ ଏମିତି ଭୁଲରେ ଶୋଇଯାଇଥାନ୍ତି । ଏମିତି ଶୋଇବା ଦ୍ଵାରା ପେଟ ସହ ଜଡିତ ଅନେକ ସମସ୍ୟା ଦେଖାଯାଇଥାଏ ।ତେବେ ଆସନ୍ତୁ  ଜାଣିବା କ'ଣ କରିବେ । 

ଅଧିକ ପଢ଼ନ୍ତୁ ଜୀବନ ଶୈଳୀ ଖବର

କେବେ ବି ଡାହାଣ କଡ ମାଡିକି ତକିଆ ଦେଇ ଶୋଇବା କଥା ନୁହେଁ । କୁହାଯାଏକି ଶରୀରକୁ ଅଧିକରୁ ଅଧିକ ଅଙ୍ଗକୁ ଖୋଲାରେ ଛାଡିବା ଦରକାର ନହେଲେ ଏହା ଆପଣଙ୍କୁ କ୍ଷତି ପହଚଂବ । ଏଥିପାଇଁ ଆପଣଙ୍କ ଡାହାଣ ପଟରେ ତକିଆ ଦେଇ ଶେଇବା କଥା ନୁହେଁ ।ଖାଲି ସେତିକି ନୁହେଁ ଡାହାଣ ପଟରେ ତକିଆ ଦେଇ ଆମର ସମସ୍ତ ଅଙ୍ଗ ଉପରେ ଚାପ ପଡିଥାଏ । ଆପଣଙ୍କୁ ବେଡରେ ମୁଣ୍ଡରେ ତକିଆ ଗଦେଇ ଶୁଅନ୍ତୁ । ଏହା ଦ୍ଵାରା ଲିଭର ଆଉ ପେଟ ଅତି ସହଜରେ ଖାଇବା ହଜମ ହୋଇଥାଏ ।   

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
health-tips-best-position-to-sleep-for-good-health | Argus News