Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ପେଟ ସହ ଜଡିତ ସମସ୍ତ ସମସ୍ୟା ଦୂର କରିବ ଭେଣ୍ଡି

Lifestyle

ପେଟ ସହ ଜଡିତ ସମସ୍ତ ସମସ୍ୟା ଦୂର କରିବ ଭେଣ୍ଡି

Rashmita Mishra
Browse all articles by Rashmita Mishra
·2 years ago·1 min read
ପେଟ ସହ ଜଡିତ ସମସ୍ତ ସମସ୍ୟା ଦୂର  କରିବ ଭେଣ୍ଡି

ଅର୍ଗସ ବ୍ୟୁରୋ: ଅଧିକାଂଶ ଲୋକ ଅନେକ ପରିବା ଖାଆନ୍ତି ନାହିଁ । ସେହିପରି ଭେଣ୍ଡିକୁ ଅନେକ ଲୋକ ଖାଇବାକୁ ଭଲ ପାଆନ୍ତି ନାହିଁ ।ତେବେ ଆସନ୍ତୁ ଜାଣିବା ଭେଣ୍ଡିର ଫାଇଦା ଆଉ ଜାଣିବା ପରେ ପ୍ରତିଦିନି ଏହାକୁ ବନାଇବେ । ସବୁଜ ପରିବା ସ୍ଵାସ୍ଥ ପାଇଁ ବହୁତ ଭଲ ହୋଇଥାଏ ।କୁହାଯାଏକି  ଭେଣ୍ଡିରେ ଔଷଧିୟ ଗୁଣ ଭରପୂର ହୋଇରହିଛି । ଯାହା ଶରୀରର ପାଇଁ ବହୁତ ଲାଭ ଦାୟକ ହୋଇଥାଏ।

ଡାକ୍ତରଙ୍କ କହିବା ଅନୁସାରେ ଭେଣ୍ଡି ଖାଇବା ଦ୍ଵାରା ଅନେକ ରୋଗରୁ ମୁକ୍ତି ମିଳିଥାଏ। ମଧୁମେହ ରାଗୀ ମାନେ ପ୍ରତିଦିନ ସକାଳେ ଖାଲି ପେଟରେ ଦୁଇଟି ଭେଣ୍ଡି ଖାଆନ୍ତୁ ।ଏହା ଦ୍ଵାରା ମିଠାର ସ୍ତର ନିୟନ୍ତ୍ରଣରେ ରହିଥାଏ । ଖାଲି ସେତିକି ନୁହେଁ ପେଟ ସହ ଜଡିତ ସମସ୍ତ ସମସ୍ୟା ଦୂର ହୋଇଥାଏ । ତାହା ସହ ଆଖିର ଦୃଷ୍ଟି ଶକ୍ତି ବଢିଥାଏ ।

ଆପଣଙ୍କ ତ୍ଵଚାର ଯତ୍ନ ପାଇଁ ବ୍ୟବହାର କରିପାରିବେ ଭେଣ୍ଡି କୁ । ଯଦି କିଛି ଦାଗ ଆପଣଙ୍କ ମୁହଁରେ ଥାଏ ତେବେ ଏହାକୁ ପ୍ରତିଦିନ ଲଗାନ୍ତୁ । ଆପଣ ଏହାକୁ ଭିନ୍ନ ଭିନ୍ନ ପ୍ରକାରର ରୋଷେଇ କରି ଖାଇପାରିବେ ଯେପରି ଭେଣ୍ଡି ଭଜା, ଭେଣ୍ଡି ମସଲା,ଭେଣ୍ଡି ଚିପ୍ସ,ଭେଣ୍ଡି ଖଟା ଏମିତି ବହୁତ କିଛି କରି ଖାଇପାରିବେ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଜୀବନ ଶୈଳୀ ଖବର

Sponsored
health-tips-bhindi-ke-fayde-benefits-of-lady-finger | Argus News