Videos
|
Lifestyle

ହେଙ୍ଗୁ ଖାଆନ୍ତୁ ରୋଗରୁ ମୁକ୍ତି ପାଆନ୍ତୁ...

Banajyotshna Ray
Browse all articles by Banajyotshna Ray
·1 year ago·1 min read
ହେଙ୍ଗୁ ଖାଆନ୍ତୁ ରୋଗରୁ ମୁକ୍ତି ପାଆନ୍ତୁ...

ଅର୍ଗସ ବ୍ୟୁରୋ:  ଦିନକୁ ଦିନ ଭିନ୍ନ ଭିନ୍ନ ରୋଗ ହେଉଛି। ସବୁ ରୋଗ ପାଇଁ ଏତେ ପ୍ରକାରର ମେଡିସିନ ଖାଇ ଲୋକେ ବିରକ୍ତ ହୋଇଯାଉଛନ୍ତି। ତେବେ କିପରି ପାଇବେ ରୋଗରୁ ମୁକ୍ତି ଜାଣନ୍ତି। କଣ ଖାଇବା ଦ୍ୱାରା ଆପଣଙ୍କୁ ରୋଗ ହେବ ନାହିଁ ଜାଣନ୍ତୁ। ଖାଦ୍ୟ ସ୍ୱାଦିଷ୍ଟ କରିବାକୁ ଆମେ ହେଙ୍ଗୁ ବ୍ୟବହାର କରିଥାଉ ।ଆୟୁର୍ବେଦରେ ହେଙ୍ଗୁର ପ୍ରଚଳନ ରହିଛି । ଆଣ୍ଟି ଅକ୍ସିଡାଣ୍ଟର ଏକ ଉଚ୍ଚକୋଟିର ଉତ୍ସ ହେଇଛି ହେଙ୍ଗୁ । ଏହା ଗମ୍ଭୀର ପ୍ରଦାହ, ହୃଦରୋଗ, କର୍କଟ, ଟାଇପ-୨ ମଧୁମେୟ ରୋଗ ଚିକିତ୍ସାରେ ରାମବାଣ ପରି କାମ କରିଥାଏ ।

ତେଣୁ ହେଙ୍ଗୁକୁ ମସଲା ଭାବେ ଖାଦ୍ୟରେ ନିୟମିତ ବ୍ୟବହାର ଆପଣଙ୍କୁ ସୁସ୍ଥ ରଖିବ । ହେଲେ ଆପଣ ଜାଣନ୍ତି କି, ଖାଲି ଖାଦ୍ୟକୁ ସ୍ୱାଦିଷ୍ଟ କରିବା ନୁହେଁ, ବହୁ ରୋଗର ନିରାକରଣ କରିପାରେ ହେଙ୍ଗୁ । ଏଥିରେ ରହିଛି ଅନେକ ଔଷଧୀୟ ଗୁଣ, ଯାହା ବଡ ବଡ ରୋଗର କରିବ ନିଦାନ । ହେଙ୍ଗୁରେ ଥିବା ଔଷଧୀୟ ତତ୍ତ୍ୱ ଅତି ସହଜରେ କରିବ ଗମ୍ଭୀର ରୋଗ କରିଦେବ ଭଲ । ତେବେ ଆସନ୍ତୁ ଜାଣିବା କେମିତି ଓ କେଉଁ ରୋଗ ହେଙ୍ଗୁ ଦ୍ୱାରା ଭଲ ହେଉଛି । ବ୍ରଣ ମଧ୍ୟ ହୋଇନଥାଏ ।

ଅଧିକ ପଢ଼ନ୍ତୁ ଜୀବନ ଶୈଳୀ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

hing benefits in health | Argus News