ବିନା ଜିମରେ ଫିଟ୍ ରୁହନ୍ତୁ
·2 years ago

ଅର୍ଗସ ବ୍ୟୁରୋ: ଯଦି ଆପଣ ମାନେ ଚାହିଁବେ ତେବେ ଜିମ୍ ନଯାଇକି ବି ନିଜର ଶରୀରକୁ ରଖିପାରିବେ ଫିଟ୍ । ନିଜକୁ ଶକ୍ତ ଆଉ ଫିଟ୍ ରଖିବା ପାଇଁ ଜିମ୍ ଯାଇଥାନ୍ତି । କେତକ ଲୋକ ପଇସା ଓ ସମୟର ଅଭାବ ଯୋଗୁଁ ଜିମ୍ ଯାଇ ପାରୁନାହାନ୍ତି । ତେବେ ଏହା କଲେ ଜିମ୍ ନଯାଇକି ଘରେ ଆପଣ ନିଜକୁ ଫିଟ୍ ରଖିପାରିବେ ।
ଅଧିକ ପଢ଼ନ୍ତୁ ଜୀବନଶୈଳୀ ଖବର
କୁହାଯାଏକି ପ୍ରତିଦିନ ଆପଣ ସିଢି ଚଢିବା ଓ ଆସିବା କଲେ ଓଜନ କମିବା ସହ ଫିଟ ରହିଥାନ୍ତି । ଫିଟନେସ ଠିକ ରଖିବା ପାଇଁ ପ୍ରତିଦିନ ସକାଳେ ଓ ସନ୍ଧ୍ୟାରେ କିଛି ବାଟ ଚାଲନ୍ତୁ ।ଘର କିମ୍ଵା ବଗିଚାରେ କିଛି ସମୟ ଯୋଗ କରନ୍ତୁ । ତାହା ସହ ପ୍ରତି ଦିନ କିଛି ସମୟ ଡ୍ୟାନ୍ସ କରିବା ଦ୍ଵାରା ଫିଟନେସ ଠିକ ରହିଥାଏ । ଖାଲି ସେତିକି ନୁହେଁ ସୁସ୍ଥ ରହିବା ପାଇଁ ଉପଯୁକ୍ତ ଖାଦ୍ୟ ଖାଇବା ଆବଶ୍ୟକ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: