Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Lifestyle

ଫୋନ ଦେଖିଲେ ପିଲାଙ୍କ ଉପରେ ବହୁତ ଖରାପ ପ୍ରଭାବ ପଡିଥାଏ

Rashmita Mishra
Browse all articles by Rashmita Mishra
·2 years ago·1 min read
ଫୋନ ଦେଖିଲେ ପିଲାଙ୍କ ଉପରେ ବହୁତ ଖରାପ ପ୍ରଭାବ ପଡିଥାଏ

ଅର୍ଗସ ବ୍ୟୁରୋ: ବର୍ତ୍ତମାନ ବାପା ମାଙ୍କର ସବୁଠୁ ବଡ ଚିନ୍ତା ପିଲା ନାନଙ୍କୁ ନେଇ । ପିଲାମାନ ସବୁବେଳେ ଫୋନ ଚଳାଇବାକୁ ଚାହାନ୍ତି କିନ୍ତୁ ଏପରି ହେବା ଦ୍ଵାରା ସେମନାନଙ୍କ ଉପରେ ବହୁତ ଖରାପ ପ୍ରଭାବ ପଡିଥାଏ । କିନ୍ତୁ ଆମେ ଆଜି ଆପଣଙ୍କୁ କହିବୁ ଯେ ପିଲା ମାନଙ୍କଠୁ କେମିତି ଫୋନ ଦୂରରେ ରଖିପାରିବେ । ତେବେ ଏହି ଟ୍ରିକ୍ ଆପଣାନ୍ତୁ ପିଲା ମାନେ ଫୋନ ପାଖରୁ ଦୂରରେ ରହିବେ।

ପିଲାମାନଙ୍କର ଏହିପରି ଅଭ୍ୟାସ ହେବା ଦ୍ଵାରା ଶାରୀରିକ ଓ ମାନସିକ ଉପରେ ପ୍ରଭାବ ପକାଇଥାଏ ଯାହା ବହୁତ ଖରାପ ହୋଇଥାଏ । କିନ୍ତୁ ଏବେ ଖରା ଦିନ ଛୁଟି ଚାଲିଥିବା ବେଳେ ପିଲା ମାନେ ଟିଭି ଓ ମୋବାଇଲ ପାଖରେ ବସି ରହୁଛନ୍ତି ସେଥିପାଇଁ ସବୁ ମା ବାପା ମାନେ ଚିନ୍ତାରେ । 

ଯଦି ଆପଣ ଆପଣଙ୍କ ପିଲାକୁ କିଛି କ୍ରିଏଟିଭି କାମ ଦିଅନ୍ତି ତେବେ ସେମାନେ ସେଥିରେ ଲାଗି ରୁହନ୍ତି । କାରଣ ପିଲା ମାନେ ମଧ୍ୟ କିଛି ନୂଆ ନୂଆ ଜିନିଷ କରିବାକୁ ଭଲ ପାଆନ୍ତି । ପିଲା ମାନଙ୍କର ମନରଂଜନ ପାଇଁ କିଛି ନୂଆ ନୂଆ ଜିନିଷ ଦିଅନ୍ତୁ ।ନୂଆ କାମ କରିବାର ପ୍ରରଣା ଦିଅନ୍ତୁ ।ପିଲାମାନଙ୍କ ପାଇଁ କିଛି କ୍ରିଏଟିଭ ଟାଇମ ଟେବୁଲ ବନାନ୍ତୁ ଏହି ପରି କରିବା ଦ୍ଵାରା ପିଲା ମାନଙ୍କୁ ସେ ସବୁରେ ଖେଳିବାକୁ ମଜା ଲାଗିଥାଏ । ଯଦି ପିଲା ମାନେ ଟକି ବଡ ତେବେ ସେମାନଙ୍କୁ ଖାଇବା ବନେଇବାର ବ୍ୟସ୍ତ ରଖନ୍ତୁ । ପିଲା ମାନଙ୍କୁ ଭିନ୍ନ ଭିନ୍ନ ପରିକ୍ଷାର ବହି ଓ ପ୍ରଜେକ୍ଟ ତିଆରି କରିବା ପାଇଁ ମୋଟିଭେଟ୍ କରନ୍ତୁ । ସେମାନଙ୍କୁ ନୂଆ ନୂଆ ଭାଷା ଶିଖାନ୍ତୁ । ଖାଲି ସେତିକି ନୁହେଁ ପିଲାମାନଙ୍କୁ ଗିଟାର,ପିଆନୋ,ଭାୟଲିନ ଆଦି ଜିନିଷ ଶିଖାନ୍ତୁ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଜୀବନ ଶୈଳୀ ଖବର:

Sponsored
how-to-engage-kids-in-summer-vacation-just-keep-him-busy-with-these-works | Argus News