ନାକରୁ ଅତି ଗରମରୁ ରକ୍ତ ବାହାରେ ତେବେ ...

ଅର୍ଗସ ବ୍ୟୁରୋ: ଗରମ ଦିନରେ ଶରୀରରେ ଅନେକ ପ୍ରକାରର ସମସ୍ୟା ଦେଖାଯାଇଥାଏ । ଆଉ ଅଧିକ ଗରମ ହେଲେ ନାକରୁ ରକ୍ତ ବାହାରି ଥାଏ । ତେବେ ଏହାକୁ କିପରି ରୋକି ପାରିବେ ଆସନ୍ତୁ ଜାଣିବା ।
ଯଦି ଆପଣଙ୍କର ନାକରୁ ଅତି ଗରମ କାରଣରୁ ରକ୍ତ ବାହାରେ ତେବେ ମୁଣ୍ଡ ଉପରକୁ କରି ଶୋଇପଡନ୍ତୁ କିଛି ସମୟ ପରେ ରକ୍ତ ବାହାରିବା ବନ୍ଦ ହୋଇଯିବ । ଏହି ଭଳି କିଛି ସମୟ କରିବା ଦ୍ଵାରା ରକ୍ତ ବାହାରିବା ବନ୍ଦ ହେବ । ଏହା ହେବାର ମୂଳ କାରଣ ନାକ ଭିତରେ ଅଧିକ ସମୟ ସୁଖିଲା ରହିବା । ଏହି ଶୁଖିଲା ପଣକୁ ଦୂର କରିବା ପାଇଁ ସାଲାଇନ ଡ୍ରଫ ବ୍ୟବହାର କରନ୍ତୁ । ଖାଲି ସେତିକି ନୁହେଁ ଆହୁରି ଅଧିକ ଲାଭ ମିଳିବ ଯଦି ଆପଣ ରୁମରେ ଗ୍ୟାସ ଲଗେଇ ରଖିବେ ।
କୁହାଯାଏ କି ଯେତେବେଳେ ଆପଣଙ୍କ ନାକରୁ ରକ୍ତ ବାହାରେ ସେତେବେଳେ ଥଣ୍ଡ ଜାଗାରେ ବସି ନିଜ ଶରୀରକୁ ଶାନ୍ତ କରନ୍ତୁ । ଅନେକ ସମୟରେ କୁହାଯାଏ କି ନରର୍ଭସନେସ ମଧ୍ୟ ଟ୍ରିଗର ଭଳି କାମ କରିଥାଏ । ରକ୍ତ ବାହାରିବା ଟିକେ କମ ହେବା ପରେ ନାକରେ ଆଙ୍ଗୁଳି ପୁରାନ୍ତୁ ନାହିଁ ।
📱 Get Argus News App
✨ଅଧିକ ପଢ଼ନ୍ତୁ ଜୀବନଶୈଳୀ ଖବର :
ଯଦି ଆପଣଙ୍କ ନାକ ସବୁବେଳେ ଶୁଖିଲା ରହୁଛି ତେବେ ନାକରେ ପ୍ରତିଦିନ ପେଟ୍ରଲିୟ ଜେଲ ବ୍ୟବହାର କରନ୍ତୁ । ଯଦି ଏହି ପରି ବରମ୍ଵାର ହୁଏ ତେବେ ଡାକ୍ତରଙ୍କ ସହ ପରାର୍ମଶ କରନ୍ତୁ ।