Videos
|
Lifestyle

କେମିତି ଖାଇବେ ବାସି ରୁଟି ଜାଣନ୍ତୁ...

Banajyotshna Ray
Browse all articles by Banajyotshna Ray
·2 years ago·1 min read
କେମିତି ଖାଇବେ ବାସି ରୁଟି ଜାଣନ୍ତୁ...

ଅର୍ଗସ ବ୍ୟୁରୋ:  ବାସି ରୁଟି ଖାଇବା ଦ୍ୱାରା କଣ୍ଟ୍ରୋଲରେ ରହିବ ଡାଇବେଟିସ। ଜାଣନ୍ତୁ କିପରି ଖାଇବା ଦ୍ୱାରା ମିଳିବ ଲାଭ । ଯଦି ଆପଣଙ୍କୁ ଡାଇବେଟିସ ହୋଇଛି, ଏବଂ ଏହା କଣ୍ଟୋଲ କରିବାକୁ ଚାହୁଁଛନ୍ତି, ବାସି ରୁଟି ଆପଣଙ୍କ ପାଇଁ ଲାଭ ଦାୟକ ହେବ। ଏମିତିରେ କୌଣସି ଖାଦ୍ୟ ଯଦି ୧୫ ଘଣ୍ଟା ପୂର୍ବରୁ ତିଆରି ହୋଇଥିଲେ, ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ହାନିକାକ ହୋଇଥିାଏ। ଧ୍ୟାନ ଦିଅନ୍ତୁ ଯେ ରୁଟି ହେବାର ୧୨ରୁ ୧୫ ଘଣ୍ଟା ଭିତରେ ଏହାକୁ ଖାଇଦେବା ଉଚିତ। ଏହା ପରେ ନଖାଇବା ଉଚିତ୍‌। ଏକ୍ସପର୍ଟଙ୍କ କହିବା କଥା ଯେ, ରୁଟି ବାସି ହେବା ପରେ ଏହାର ଗ୍ଲାଇସେମିକ ଇଣ୍ଡେକ୍ସ କମିଯାଇଥାଏ। ଏହା ପରେ ଏହା ସୁଗାଇ ଲେବୁଲ କଣ୍ଟୋଲ କରିବାରେ ସାହାଯ୍ୟ କରିଥାଏ। ଏଭଳି ରୁଟିରେ ଭିଟାମିନ୍‌ ବି, ମ୍ୟାଗନେସିୟମ, ପୋଟେସିୟମ୍‌ ଏବଂ କ୍ୟାଲସିୟମ ରହିଥାଏ। ଯାହା ସ୍ୱାସ୍ଥ୍ୟ ପାଇଁ ଲାଭ ଦାୟକ ହୋଇଥାଏ। ଅନେକ ଏକ୍ସପର୍ଟ ଏହା ମଧ୍ୟ କହିଥାନ୍ତି ଯେ, ବାସି ରୁଟି ଖାିବା ଦ୍ୱାରା ବ୍ଲଡ ପ୍ରେସର କଣ୍ଟୋଲରେ ରହିଥାଏ। ଏବଂ ପେଟ ଯନ୍ତ୍ରଣାରୁ ମଧ୍ୟ ରାହାତ ମିଳିଥାଏ।

କିପରି ଖାଇବେ ବାସି ରୁଟି:

ଆପଣ ବାସି ରୁଟିରେ କ୍ଷୀର ମିଶାଇ ୧୦ରୁ ୧୫ ମିନିଟ୍‌ ରଖିଦେବେ।ଏମିତି କରିତବା ଦ୍ୱାରା ବାସି ରୁଟିର ପୋଷଣ ବଢ଼ିଥାଏ।ଆପଣ ଏହାକୁ ଦିନରେ କେତେବେଳେ ବି ଖାିପାରିବେ। ଏଭଳି ଖାଇବା ଦ୍ୱାରା ଆପଣଙ୍କ ଡାଇବେଟିସ କଣ୍ଟ୍ରୋଲରେ ରହିବା ସହ ଆପର ମଧ୍ୟ ସୁସ୍ଥ ରହିବେ।

ଅଧିକ ପଢ଼ନ୍ତୁ ଜୀବନ ଶୈଳୀ ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: