Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ରସୁଣକୁ କେମିତି ବ୍ୟବହାର କରିପାରିବେ

Lifestyle

ରସୁଣକୁ କେମିତି ବ୍ୟବହାର କରିପାରିବେ

Rashmita Mishra
Browse all articles by Rashmita Mishra
·2 years ago·1 min read
ରସୁଣକୁ କେମିତି ବ୍ୟବହାର କରିପାରିବେ

ଅର୍ଗସ ବ୍ୟୁରୋ: ରସୁଣର ଅନେକ ଉପକାରିତା ଅଛି । ରସୁଣ ଖାଇବା ଦ୍ଵାରା କେତକ ରୋଗରୁ ମଧ୍ୟ ମୁକ୍ତି ମିଳିଥାଏ । ଖାଲି ରସୁଣ ନୁହେଁ ରସୁଣର ଚୋପାକୁ ମଧ୍ୟ ଆପଣ ବ୍ୟବହାର କରିପାରିବେ । ତେବେ ଆସନ୍ତୁ ଜାଣିବା ରସୁଣ ଚୋପାକୁ କେମିତି ବ୍ୟବହାର କରିପାରିବେ । 

କୋଲେଷ୍ଟର କଣ୍ଟ୍ରୋଲ କରିଥାଏ ରସୁଣ

ରସୁଣ ଏମିତି ଏକ ଜିନିଷ କାହିଁ କେତେ ଗୁଣର ଗନ୍ତା ଘର ଯେଉଁଥିରେ ବହୁତ ଲାଭ ମିଳିଥାଏ । ଏହାକୁ ପ୍ରତିଦିନ ଖାଇବା ଦ୍ଵାରା ସ୍ୟସ୍ଥ ପାଇଁ ଭଲ ହୋଇଥାଏ । ସାଧାରଣତଃ ଆମେ ମାନେ ଏହାର ଚୋପାକୁ ଫୋପାଡି ଦେଇଥାନ୍ତି । କିନ୍ତୁ ଆପଣ ଜାଣିଛନ୍ତି ଏହାକୁ କିପରି ବ୍ୟବହାର କରି ପାରିବେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଜୀବନଶୈଳୀ ଖବର

ରସୁଣର ଚୋପାକୁ ରସୁଣ ପାଉଡର କରିପାରିପେ । ପ୍ରଥମେ ବହୁତ ରସୁଣ ଚେପାକୁ ଗୋଟେ ଜାଗାରେ ରଖନ୍ତୁ ।ତାକୁ ଭଲ ଭାପରେ ଖରାରେ ଶୁଖାଇ ନିଅନ୍ତୁ । ସେହି ଚୋପାକୁ ଖାଇବାରେ ବ୍ୟବହାର କରିପାରିବେ । ଏହି ପାଉଡର ଖାଇବାରେ ଖାଇଲେ ବହୁତ ଟେଷ୍ଟ ଲାଗିଥାଏ ।   
 

Sponsored
know-how-to-use-garlic-peels | Argus News