Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Lifestyle

ଗରମ କ୍ଷୀର ପିଇବା ଠିକ୍‌ ନା ନାହିଁ ?

Banajyotshna Ray
Browse all articles by Banajyotshna Ray
·2 years ago
ଗରମ କ୍ଷୀର ପିଇବା ଠିକ୍‌ ନା ନାହିଁ ?

ଅର୍ଗସ ବ୍ୟୁରୋ:  ବଢ଼ୁଛି ତାତି। ଚାଲିଛି ଗ୍ରୀଷ୍ମ ଋତୁ। ଏଭଳି ସମୟରେ ଗରମ କ୍ଷୀର ପିଉଛନ୍ତି କି। ଏହା ଶରୀର ପାଇଁ ଠିକ୍‌ କି ନୁହେଁ । ଦୌନନ୍ଦୀନ ଜୀବନରେ ସମସ୍ତେ କ୍ଷୀର ପି' ବାକୁ ପସନ୍ଦ କରନ୍ତି। ହେଲେ ଏହା ଶରୀର ପାଇଁ କେତେ ଉପକାରୀ ଜାଣନ୍ତୁ। ଖରାଦିନେ ଗରମ କ୍ଷୀର ପିଇବା ଉଚିତ ନୁହେଁ । ଗରମ କ୍ଷୀରରେ କିଟାଣୁମାନଙ୍କ ବିକାଶ ବଢ଼ିଥାଏ। ଯାହାଦ୍ୱାରା ଶରୀର ପ୍ରତି କ୍ଷତି ଘଟାଇଥାଏ ।

ଏସିଡିଟି ହୋଇଥିଲେ ଗରମ କ୍ଷୀର ପିଇବା ଠିକ ନୁହେଁ। ଯେଉଁମାନଙ୍କର ପାଚକ ଶକ୍ତି ଖରାପ ଥାଏ, ସେମାନେ ଗରମ କ୍ଷୀର ପିଇବା ଉଚିତ ନୁହେଁ, ଡିହାଇଡ୍ରେସନ ସମୟରେ ଗରମ କ୍ଷୀର ନପିଇବା ଉଚିତ୍‌। ଯେଉଁମାନଙ୍କୁ ସୁଗର ହୋଇଥାଏ ସେମାନେ ମଧ୍ୟ ଗରମ କ୍ଷୀର ପିଇବା ଠିକ ନୁହେଁ। ଏହାଦ୍ୱାରା ସେମାନଙ୍କ ସୁଗର ଲେବୁଲ ଅଧିକ ବଢ଼ିଥାଏ।

ଅଧିକ ପଢ଼ନ୍ତୁ ଜୀବନ ଶୈଳୀ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


 

Sponsored
side effect of hot milk in summer | Argus News