Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଖରାରେ ଵାଇକ ଚଳାଉଥିଲେ ସାବଧାନ !

Lifestyle

ଖରାରେ ଵାଇକ ଚଳାଉଥିଲେ ସାବଧାନ !

Rashmita Mishra
Browse all articles by Rashmita Mishra
·1 year ago·1 min read
ଖରାରେ ଵାଇକ ଚଳାଉଥିଲେ ସାବଧାନ !

ଅର୍ଗସ ବ୍ୟୁରୋ: ବର୍ତ୍ତମାନ ଖରା ଦିନରେ ବାହାରକୁ ଯିବା ବହୁତ କଷ୍ଟ ହୋଇଥାଏ । କାରଣ ଖରାରେ ବାଇକ ନେଇ ଯିବା ସମ୍ଭବ ହୋଇନଥାଏ ।ଗରମରେ ବାଇକ ଚଳାଉ ଥିବା ଲୋକ ଏହି କଥା ପ୍ରତି ଧ୍ୟାନ ରଖନ୍ତୁ । ଭାରତରେ ବର୍ତ୍ତମାନ କେତେକ ଜାଗାରେ ପ୍ରଚଣ୍ଡ ଖରା ହୋଉଛି । ଗରମ କାରଣ ଯୋଗୁଁ ଦେହ ମଧ୍ୟ ଖରାପ ହେବାକୁ ଲାଗିଥାଏ । 

ଯଦି ଆପଣ ଟୁହୁଇଲର ଚଳାଉଛନ୍ତି କିଛି କଥାକୁ ଧ୍ୟାନରେ ରଖିବା ଉଚିତ ।କୁହାଯାଏ କି ଗରମ ସମୟରେ ବାଇକରେ ଅଧିକ ବାଟ ଯିବା କଥା ନୁହେଁ ଏହା ଠାରୁ ଦୂରରେ ରୁହନ୍ତୁ । ଯଦି ଆପଣ କୁଆଡେ ଯାଆନ୍ତି ତେବେ ଇଂଜିନକୁ ଥଣ୍ଡା ରଖିବା ପାଇଁ ମଝିରେ ମଝିରେ ବ୍ରେକ ନେଇକି ଯାଆନ୍ତୁ ।

ଅଧିକ ପଢ଼ନ୍ତୁ ଜୀବନ ଶୈଳୀ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆଉ ଯେମିତି ଟାୟାର ନଷ୍ଟ ନହେବ ଖାଲି ପବନ ନଦେଇ ନାଇଟ୍ରଜେନ ପବନ ଦିଅନ୍ତୁ । ତାସହ ଯେତେବେଳେ ଆପଣ ବାହାରକୁ ଯାଆନ୍ତି ସାଙ୍ଗରେ ପାଣି ବୋଟଲ ସହ ଗାମୁଛା ନେଉକି ଯାଆନ୍ତୁ । ଶରୀରର ଶକ୍ତି ବଢେଇବା ପାଇଁ କିଛି ଏନରଜି ଡ୍ରିକ୍ସ ପିଇପାରିବେ । ଖରାରେ ବାଇକରେ ବାହାରକୁ ଗଲେ ନିଜ ମୁହଁକୁ ଭଲ ଭବରେ ଘୋଡାଇକି ଯିବା ଦରକାର ବୋଲି କୁହାଯାଇଛି । 
 

Sponsored
tech-auto/care-for-two-wheeler-bike-scooter-riders-for-summer | Argus News