Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ସାଵଧାନ : ଅନ୍ୟ କାହାର ଜିନିଷ ଵ୍ୟଵହାର କରୁଛନ୍ତି କି ?

Lifestyle

ସାଵଧାନ : ଅନ୍ୟ କାହାର ଜିନିଷ ଵ୍ୟଵହାର କରୁଛନ୍ତି କି ?

Rashmita Mishra
Browse all articles by Rashmita Mishra
·2 years ago·1 min read
ସାଵଧାନ : ଅନ୍ୟ କାହାର ଜିନିଷ ଵ୍ୟଵହାର କରୁଛନ୍ତି କି ?

ଅର୍ଗସ ବ୍ୟୁରୋ: ଯଦି ଆପଣ ଏହି ଜିନିଷ ଗୁଡିକ ଅନ୍ୟର ଵ୍ୟଵହାର କରନ୍ତି ତେଵେ ଦାରିଦ୍ୟତା ଆପଣଙ୍କ ପିଛା ଛାଡିଵନି ।କହିଵାଅନୁସାରେ କିଛି ଜିନିଷ ହୋଇଥାଏ କି ମଣିଷ କେଵେ କାହାର ଵ୍ୟଵହାର କରିଵା କଥା ନୁହେଁ । ଯଦି ଆପଣ ଏହି ଜିନିଷ ଵ୍ୟଵହାର କରନ୍ତି ତେଵେ ଆପଣଙ୍କର ଆର୍ଥକ ସୁଖ ଶାନ୍ତି ନଷ୍ଟ ହୋଇଯାଏ । ଏହିଭିଳି କଲେ ଆପଣଙ୍କର ଅଶୁଭ ହୋଇଥାଏ  ।

ଘଣ୍ଟା :- ଭୁଲରେ ଵି ଅନ୍ୟ କାହାର ଘଡି ଅପଣଙ୍କ ହାତରେ ଵାନ୍ଧନ୍ତୁ ନାହିଁ । ଵହୁତ ଲେକ ଜଣେ ଅନ୍ୟ ଜଣଙ୍କର ଘଡି ପିନ୍ଧିଥାନ୍ତି କିନ୍ତୁ ଏପରି କରିଵା ଅଶୁଭ ଵୋଲି କୁହାଯାଏ। ଏହା ଆପଣଙ୍କ ଶଙ୍କଟରେ ପକେଇ ପାରେ।

ରୁମାଲ:- କେଵେ କାହାର ରୁମାଲ ଵ୍ୟଵହାର କରିଵା ଉଚିତ ନୁହେଁ । ଅନ୍ୟ କାହାର ରୁମାଲ ଵ୍ୟଵହାର କଲେ ସେହି ଲୋକ ସହ ଆପଣଙ୍କର ଫାଟ ସୃଷ୍ଟି ହୋଇପାରେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

କପଡା:- କୁହାଯାଏକି ଅନ୍ୟ କାହାର କପଡା ପିନ୍ଧିଵା ଉଚିତ ନୁହେଁ । ଆଉ କାହାର କପଡା ପିନ୍ଧିଵା ଦ୍ଵାରା ନାକରାତ୍ମକ ଚିନ୍ତା ଧାରା ଅସିଥାଏ ଏଵଂ ତାସହ ଆପଣ ଅସୁଵିଧାର ସମ୍ମୁଖିନ ମଧ୍ୟ ହୋଇପାରନ୍ତି । 

ଅଧିକ ପଢ଼ନ୍ତୁ ଜୀବନ ଶୈଳୀ ଖବର: 

Argus Whatsapp Channel Mobile Top
Sponsored
vastu-shastra-says-never-use-other-person-clothes-wrist-watch-you-will-face-financial-problems-face-money-loss-tviss | Argus News