Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ୧୦୦ ବର୍ଷ ବଞ୍ଚିବାକୁ ଚାହାନ୍ତି କି ? ଆପଣାନ୍ତୁ ଏହି ୪ଟି ଉପାୟ...

Lifestyle

୧୦୦ ବର୍ଷ ବଞ୍ଚିବାକୁ ଚାହାନ୍ତି କି ? ଆପଣାନ୍ତୁ ଏହି ୪ଟି ଉପାୟ...

Banajyotshna Ray
Browse all articles by Banajyotshna Ray
·1 year ago·2 min read
୧୦୦ ବର୍ଷ ବଞ୍ଚିବାକୁ ଚାହାନ୍ତି କି ? ଆପଣାନ୍ତୁ ଏହି ୪ଟି ଉପାୟ...

ଅର୍ଗସ ବ୍ୟୁରୋ:  ଅଧିକ ଦିନ ବଞ୍ଚିବାକୁ ସମସ୍ତେ ଚାହାନ୍ତି। ଯେମିତି କି ୧୦୦ ବର୍ଷ ପର୍ଯ୍ୟନ୍ତ ବଞ୍ଚି ରହିବା ଆଜିକାଲିର ଲୋକମାନଙ୍କ ପାଇଁ ଏକ ସ୍ୱପ୍ନ ହୋଇଗଲାଣି। କିନ୍ତୁ ଏଭଳି କିଛି ଜିନିଷ ରହିଛି ଯାହାକୁ ବ୍ୟବହାର କରିବା ଦ୍ୱାରା ଆପଣଙ୍କ ଆୟୁଷ ବଢ଼ିଥାଏ। ୧୦୦ ବର୍ଷ ପର୍ଯ୍ୟନ୍ତ ବଞ୍ଚିବା ପାଇଁ ରହିଛି ଏହି ୪ଟି ସିକ୍ରେଟ ରହିଛି । ଆଜି ହିଁ କରନ୍ତୁ ରୋଟିନରେ ସାମିଲ। କେହିବି ଏହି ଦୁନିଆ ଏବଂ ନିଜ ପରିବାର ଲୋକଙ୍କୁ ଛାଡି ଯିବାକୁ ଚାହାନ୍ତି ନାହିଁ।  କୁହାଯାଏ ୬୫ରୁ ୭୦ ଭିତରେ ପ୍ରାୟ ଲୋକଙ୍କର ଜୀବନ ଚାଲିଯାଏ। କିନ୍ତୁ ଏମିତି ଅନେକ ଦେଶ ରହିଛି ଯେଉଁଠି ୧୦୦ ବର୍ଷ ପର୍ଯ୍ୟନ୍ତ କିମ୍ୱା ତା ଠାରୁ ଅଧିକ ବର୍ଷ ବଞ୍ଚିଥାନ୍ତି ଲୋକମାନେ। 
ଯଦି ଆପଣ ମଧ୍ୟ ସେହି ଲୋକଙ୍କ ପରି ୧୦୦ ବର୍ଷ ବଞ୍ଚିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କୁ କିଛି ସହଜ ଉପାୟ କରିବାକୁ ପଡିବ। ସାଇଣ୍ଟିଷ୍ଟ ୪ଟି ସହଜ ଉପାୟ କହିଛନ୍ତି। ଯାହାକୁ ଆପଣ ବ୍ୟବହାର କରି ୧୦୦ ବର୍ଷ ପର୍ଯ୍ୟନ୍ତ ବଞ୍ଚି ପାରିବେ। ଆସନ୍ତୁ ଜାଣିବା ଏହା କଣ ହୋଇଥାଏ। 

ଡାଇଟ ହେଉଛି ଲମ୍ୱା ଆୟୁଷ ପାଇବାର ଏକ ମାଧ୍ୟମ ହୋଇଥାଏ। ଲମ୍ୱା ଆୟୁଷ ପାଇବାକୁ ହେଲେ ଆପଣଙ୍କୁ ଖାଇବାରେ ଲୁଣର ବ୍ୟବହାର ସନ୍ତୁଳନ କରିବା ଆବଶ୍ୟକ। ଏହାସହ କ୍ଷୀରକୁ ମଧ୍ୟ ବ୍ୟବହାର କରିବା ଆବା୍ୟକ। ଗୁଟଖା ଏବଂ ମଦଠାରୁ ନିଜକୁ ଦୂରେଇ ରଖନ୍ତୁ। କାହିଁକି ନା ଏହା ବ୍ୟବହାର କରିବା ଦ୍ୱାରା ଶରୀରକ ଖରାପ ହୋଇଥାଏ। 

ଯେତେବେଳେ ଲମ୍ୱା ଏବଂ ଭଲ ସ୍ୱାସ୍ଥ୍ୟ କଥା କୁହାଯାଏ ତେବେ ଶୋଇବା ଏକ ବଡ ମହତ୍ୱପୂଣ୍ଣଭୂମିକା ନିର୍ବାହ କରିଥାଏ। ଯଦି ଆପଣ ଅଧିକ ଦିନ ବୟ୍ଚିବାକୁ ଚାହୁଁଛନ୍ତି, ତେବେ ଆପଣ ପ୍ରତ୍ୟେକ ଦିନ ୮-୯ଘଣ୍ଟା ଶୋଇବାକୁ ହେବ। ଏହାସହ ଯଦି ଆପଣ ଅଧିକ ମେଡିସନ ଖାଉଛନ୍ତି ତେେବ ଆପଣଙ୍କର ଏହି ଅଭ୍ୟାସ ପାଇଁ ଆପଣ କମ୍‌ ଦିନ ବୟତଚିଲେ। ଛୋଟ ଛୋଟ ରୋଗ ହେଲେ ମେଡିସନ ଖାଇବା ବନ୍ଦ କରନ୍ତୁ। ଆପଣଙ୍କ ରହିବା ଲାଇଫଷ୍ଟାଇଲ ଆପଣଙ୍କୁ ଅଧିକ ଦିନ ବଞ୍ଚାଇରଖିଥାଏ। ଯଦି ଆପଣ ଗାଁରେ ବସବାସ କରୁଛନ୍ତି, ତେବେ ଏହା ଆପଣଙ୍କୁ ସହର ଅପେକ୍ଷା ଅଧିକ ଦିନ ବଞ୍ଚାଇରଖିବାକୁ ସାହାଯ୍ୟ କରିଥାଏ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

ଅଧିକ ପଢ଼ନ୍ତୁ ଜୀବନଶୈଳୀ ଖବର: 
 

Sponsored
Want to Live to 100? How These Healthy Habits After 80 Can Help | Argus News