Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Lifestyle

କ'ଣ ପାଇଁ ବଢିଥାଏ ୟୁରିକ ଏସିଡ

Rashmita Mishra
Browse all articles by Rashmita Mishra
·2 years ago·1 min read
କ'ଣ ପାଇଁ ବଢିଥାଏ ୟୁରିକ ଏସିଡ

ଅର୍ଗସ ବ୍ୟୁରୋ:  ଖାଇବାର ଏପଟ ସେପଟ ଯୋଗୁଁ ଅନେକ ରୋଗରେ ଆକ୍ରାନ୍ତ ହୋଇଥାନ୍ତି । କ'ଣ ପାଇଁ ବଢିଯାଇଥାଏ ୟୁରିକ ଏସିଡ ।ଏହି ସମୟରେ ୟୁରିକ ଏସିଡ ବଢିବାର ସମସ୍ୟା ସାଧାରଣ କଥା । ଆସନ୍ତୁ ଜାଣିବା ଏହାର ମୁଖ୍ୟ କାରଣ କ'ଣ। ୟୁରିକ ଏସିଡ ବଢିବା ଦ୍ଵାରା ଆଣ୍ଠୁ ,ଗଣ୍ଠିର ବହୁତ ଯନ୍ତ୍ରଣା ହୋଇଥାଏ । ଖାଲି ସେତିକି ନୁହେଁ ୟୁରିକ ଏସିଡ ବଢିବା ଦ୍ଵାରା କୀଡିନିର ମଧ୍ୟ ଯନ୍ତ୍ରଣା ହୋଇଥାଏ ।

ଅଧିକ ପଢ଼ନ୍ତୁ ଜୀବନ ଶୈଳୀ ଖବର:
କୁହାଯାଏକି ୟୁରିକ ଏସିଡ ବଢିବାର କାରଣ ଅନେକ ପ୍ରକାରର ହୋଇଥାଏ। ଯେଉଁ ବ୍ୟକ୍ତି ମାନେ ଅଧିକରୁ ଅଧିକ ଆଲକୋହଲ ବ୍ୟବବାର କରନ୍ତି ସେଇମାନଙ୍କର ୟୁରିକ ଏସିଡ ଅଧିକ ବଢିଥାଏ । ଯେଉଁ ଖାଦ୍ୟରେ ଅଧିକ ମିଠାର ସ୍ତର ଥାଏ ସେଇଗୁଡିକ ଖାଇଲେ ୟୁରିକ ଏସିଡ ବଢେ । ସେହି ଖାଦ୍ୟ ଗୁଡିକ ହେଲା ସୋଡା, କୋଲ ଡିକ୍ସ ,ଜୁସ ଏହି ପରି ଜିନିଷ ହୋଇଥାଏ । ଖାଲି ଏହି ଗୁଡିକ ନୁହେଁ ‌ରାଜମା ଖାଇଲେବି ୟୁରିକ ଏସିଡ ବଢିଥାଏ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
why-does-uric-acid-increase-here-are-main-reasons | Argus News