Videos
|
National

ବିଜେପି ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦୀ

Manini Pattanayak
Browse all articles by Manini Pattanayak
·2 years ago
ବିଜେପି ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦୀ

 ଭୁବନେଶ୍ୱର:   ଭୁବନେଶ୍ୱରରେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।   ବିମାନ ବନ୍ଦରରେ ପହଞ୍ଚିବା ପରେ ଏବେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚିଛନ୍ତି ମୋଦୀ। କଡା ସୁରକ୍ଷା ମଧ୍ୟରେ ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚିଛନ୍ତି ମୋଦି।  ଏଠାରେ ସେ ଦଳୀୟ କର୍ମକର୍ତ୍ତାଙ୍କ  ସମୀକ୍ଷା ବୈଠକରେ ଯୋଗ ଦେବେ । ଆସନ୍ତା କାଲି ପୁରୀ ବଡଦାଣ୍ଡରେ ମୋଦିଙ୍କ ରୋଡ ସୋ  କରିବେ ମୋଦି।   

 ଅନୁଗୁଳ ଜିଲ୍ଲା ଗସ୍ତରେ  ଯିବେ  ପ୍ରଧାନମନ୍ତ୍ରୀ ମୋଦୀ।  ସୂଚନା ଅନୁଯାୟୀ ପୁରୀଠାରେ କାର୍ଯ୍ୟକ୍ରମ ସାରି ହେଲିକ୍ୟାପ୍ଟର ଯୋଗେ ପ୍ରଧାନମନ୍ତ୍ରୀ ନାଲକୋ ବିଜୁ ପଟ୍ଟନାୟକ ସ୍ପୋର୍ଟସ କମପ୍ଲେକ୍ସ ଠାରେ ଅବତରଣ କରିବା ପରେ ସେଠାରେ ଉଭୟ ଢେଙ୍କାନାଳ ଓ ସମ୍ବଲପୁର ସଂସଦୀୟ କ୍ଷେତ୍ର ପାଇଁ ଆୟୋଜିତ ବିଶାଳ ଜନସଭାକୁ ଉଦବୋଧନ ଦେବେ ପ୍ରଧାନମନ୍ତ୍ରୀ । 
 

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Prime Minister Modi reached the BJP state office | Argus News