Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - "ସୁସ୍ଥ ଜୀବନ , ସମୃଦ୍ଧ ଭାରତ ପାଇଁ ସ୍ବଚ୍ଛ ଭାରତ ମିଶନ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ"- ଆଶିଷ କୁମାର ଚୌହାନ

National

"ସୁସ୍ଥ ଜୀବନ , ସମୃଦ୍ଧ ଭାରତ ପାଇଁ ସ୍ବଚ୍ଛ ଭାରତ ମିଶନ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ"- ଆଶିଷ କୁମାର ଚୌହାନ

Swayangprajna Mishra
Browse all articles by Swayangprajna Mishra
·1 year ago·1 min read
"ସୁସ୍ଥ ଜୀବନ , ସମୃଦ୍ଧ ଭାରତ ପାଇଁ ସ୍ବଚ୍ଛ ଭାରତ ମିଶନ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ"- ଆଶିଷ କୁମାର ଚୌହାନ

ଅର୍ଗସ ବ୍ୟୁରୋ : 'ସ୍ବଚ୍ଛ ଭାରତ ମିଶନ' ଭାରତର ଏକ ଦଶନ୍ଧି ଆନ୍ଦୋଳନ । ସ୍ବଚ୍ଛତା, ପରିମଳ ଏବଂ ନିରନ୍ତର ଜୀବନଯାପନ ପାଇଁ ଏହି ସ୍ବଚ୍ଛତା ଆନ୍ଦୋଳନ ଅନେକ ଦିନ ଧରି ଚାଲିଛି । ଦେଶକୁ ସମୃଦ୍ଧ କରିବା ପାଇଁ ସ୍ବଚ୍ଛତା ମିଶନ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି କହିଛନ୍ତି ନେସନାଲ ଷ୍ଟକ ଏକ୍ସଚେଞ୍ଜର ସିଇଓ ଶ୍ରୀ ଆଶିଷ କୁମାର ଚୌହାନ । 

ଅଧିକ ପଢନ୍ତୁ ଭାରତ ଖବର

ସେ କହିଛନ୍ତି , ଭାରତର ସମୃଦ୍ଧ ଅର୍ଥନୀତି ପାଇଁ ସ୍ବଚ୍ଛ ଏବଂ ସ୍ଥାୟୀ ଭାରତ ନିହାତି ଆବଶ୍ୟକ । ଏହି କାର୍ଯ୍ୟକ୍ରମରେ ଦେଶବ୍ୟାପୀ ଅନେକ ଲୋକ ଅଂଶଗ୍ରହଣ କରିଛନ୍ତି । ସେଥିପାଇଁ ଏହାକୁ ଜନ ଭାଗୀଦାରୀ ବୋଲି କୁହାଯାଉଛି । ଭାରତର ଅଭିବୃଦ୍ଧି ପାଇଁ ସ୍ବଚ୍ଛତା ଅତ୍ୟନ୍ତ ଆବଶ୍ୟକ । ଏହି ମିଶନ ଦ୍ବାରା ଭାରତୀୟ ନାଗରିକଙ୍କ ଦାୟିତ୍ବ ବଢିବା ସହ ଏକ ଗର୍ବର ଭାବନା ସୃଷ୍ଟି କରିଛି । ତେଣୁ ଆଗକୁ ସ୍ବଚ୍ଛତା ପ୍ରତି କିପରି ସଚେତନ ହେବା ଏବଂ ପ୍ରତ୍ୟେକ ଦିନ ସ୍ବଚ୍ଛତା ପ୍ରତି ଏକ ପଦକ୍ଷେପ ନେବା । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
"Clean India mission is very important for healthy life, prosperous India" - Ashish Kumar Chouhan | Argus News