Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - "ସମସ୍ତଙ୍କର ଗୋଟିଏ ସଂକଳ୍ପ , ବିକଶିତ ଭାରତ"- ଯୋଗୀ ଆଦିତ୍ୟନାଥ

National

"ସମସ୍ତଙ୍କର ଗୋଟିଏ ସଂକଳ୍ପ , ବିକଶିତ ଭାରତ"- ଯୋଗୀ ଆଦିତ୍ୟନାଥ

Swayangprajna Mishra
Browse all articles by Swayangprajna Mishra
·2 years ago
"ସମସ୍ତଙ୍କର ଗୋଟିଏ ସଂକଳ୍ପ , ବିକଶିତ ଭାରତ"- ଯୋଗୀ ଆଦିତ୍ୟନାଥ

 ଅର୍ଗସ ବ୍ୟୁରୋ : ଉତ୍ତରପ୍ରଦେଶର ଉନ୍ନାଓରେ ଅବକି ବାର୍ ୪୦୦ ପାର୍ ନାରା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ।  ସହିଦ ଗୁଲାବ ସିଂହ ଲୋଧିଙ୍କ ପ୍ରତିମାର ଅନାବରଣ ଅବସରରେ ଏହା କହିଛନ୍ତି ଯୋଗୀ । ଏହି ଅବସରରେ ୨୪୧ କୋଟି ଟଙ୍କାର ୧୦୩ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିଛନ୍ତି ଯୋଗୀ ।

ଅଧିକ ପଢନ୍ତୁ : ଉତ୍ତରପ୍ରଦେଶରେ ନିବେଶ ପାଇଁ ଅନେକ ସଂସ୍କାରମୂଳକ ପଦକ୍ଷେପ ହାତକୁ ନେଇଛନ୍ତି ଯୋଗୀ ସରକାର

ଏହି ଅବସରରେ ଏକ ଜନସଭାକୁ ସମ୍ବୋଧିତ କରି ଯୋଗୀ କହିଛନ୍ତି, "ଦେଶର ସବୁ ନାଗରିକଙ୍କ ପାଇଁ ୫ ଶପଥ କଥା କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। । ସମସ୍ତଙ୍କ ସେହି ଗୋଟିଏ ସଂକଳ୍ପ ବିକଶିତ ଭାରତ।" ଏହି ଅବସରରେ ହିତାଧିକାରୀଙ୍କୁ ପ୍ରମାଣପତ୍ର, ଡମି ଚେକ୍ ଏବଂ ସ୍ବୀକୃତିପତ୍ର ପ୍ରଦାନ କରିଛନ୍ତି ଯୋଗୀ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
"One concept for all, developed India" - Yogi Adityanath | Argus News