Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଖେଳୁଥିବା ବେଳେ ଖୋଲା ବୋରଓ୍ବେଲ ଭିତରେ ଖସି ପଡିଲା ଦେଢ ବର୍ଷର ଶିଶୁ

Jitendra Dash
Browse all articles by Jitendra Dash
·2 years ago
ଖେଳୁଥିବା ବେଳେ ଖୋଲା ବୋରଓ୍ବେଲ ଭିତରେ ଖସି ପଡିଲା ଦେଢ ବର୍ଷର ଶିଶୁ

ଅର୍ଗସ ବ୍ୟୁରୋ : ପୁଣି ବୋରଓ୍ବେଲରେ ଖସିଲା ଶିଶୁ । ମୁକୁଳା ବୋରଓ୍ବେଲରେ ଦେଢ ବର୍ଷର ଶିଶୁ ଖସି ପଡିଛି । କର୍ଣ୍ଣାଟକର ବିଜୟଓ୍ବାଡା ଜିଲ୍ଲାରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଗତକାଲି ଅପରାହ୍ନରେ ଶିଶୁଟି ଖେଳୁଥିବା ବେଳେ ଖୋଲା ବୋରଓ୍ବେଲ ଭିତରେ ଖସି ପଡିଥିଲା । 

ଅଧିକ ପଢନ୍ତୁ ଭାରତ ଖବର

ଶିଶୁର କାନ୍ଦଶୁଣି ବୋରଓ୍ବଲ ଭିତରେ ଖସି ପଡିଥିବା ଜଣାପଡିଥିଲା । ଅଗ୍ନିଶମ ବାହିନୀ ପକ୍ଷରୁ ଶିଶୁଟିକୁ ଉଦ୍ଧାର ପାଇଁ ଉଦ୍ୟମ ଚାଲିଛି । ଶିଶୁଟିକୁ ଅକ୍ସିଜେନ ଯୋଗାଇ ଦିଆଯାଉଛି । ଶିଶୁଟି ପ୍ରାୟ ୧୬ ଫୁଟ ତଳେ ରହିଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ଏକ ମେଡିକାଲ ଟିମ୍ ଓ ଆମ୍ବୁଲାନ୍ସ ରଖାଯାଇଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
1.5-Year-Old Boy Falls Into A Borewell At Vijayapura, Rescue Ops Underway | Argus News