Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ବାରୁଦ କାରଖାନାରେ ଭୟଙ୍କର ବିସ୍ଫୋରଣ, ଥରିଲା ବେସେତରା ଜିଲ୍ଲା

National

ବାରୁଦ କାରଖାନାରେ ଭୟଙ୍କର ବିସ୍ଫୋରଣ, ଥରିଲା ବେସେତରା ଜିଲ୍ଲା

Jitendra Dash
Browse all articles by Jitendra Dash
·1 year ago
ବାରୁଦ କାରଖାନାରେ ଭୟଙ୍କର ବିସ୍ଫୋରଣ, ଥରିଲା ବେସେତରା ଜିଲ୍ଲା

ଅର୍ଗସ ବ୍ୟୁରୋ : ଛତିଶଗଡ ବେସେତରା ଜିଲ୍ଲାର ବେରଲା ଠାରେ ଥିବା ବାରୁଦ କାରଖାନାରେ ଭୟଙ୍କର ବିସ୍ଫୋରଣ । ଏହି ବିସ୍ଫୋରଣରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏହାସହ ଅନେକ ଲୋକ ଏବେ ମଧ୍ୟ କୋଠାତଳେ ଚାପି ହୋଇ ରହିଥିବା କୁହାଯାଉଛି । ଏହି ବିସ୍ଫୋରଣର ଶବ୍ଦ ୧୦ କିଲୋମିଟର ପର୍ଯ୍ୟନ୍ତ ଲୋକଙ୍କୁ ଆତଙ୍କିତ କରିଥିଲା । 

ଅଧିକ ପଢନ୍ତୁ ଭାରତ ଖବର

ବିସ୍ଫୋରଣର ଶବ୍ଦ ଶୁଣିବା ପରେ ସ୍ଥାନୀୟ ଲୋକ ବାରୁଦ କାରଖାନା ନିକଟରେ ପହଞ୍ଚି ଲୋକଙ୍କୁ ଉଦ୍ଧାର କରିବା ସହ ସ୍ଥାନୟ ପ୍ରଶାସନକୁ ଖବର ଦେଇଥିଲେ । ହେଲେ ଖବର ପାଇବାର ୩ ଘଂଟା ପରେ ଉଦ୍ଧାରକାରୀ ଦଳ ଘଟଣା ସ୍ଥଳରେ ପହ ଥିଲେ । ଉଦ୍ଧାରକାରୀ ଦଳ ଆହାତ ଓ ଗୁରୁତରମାନଙ୍କୁ ରାୟପୁର ହସ୍ପିଟାଲରେ ଭର୍ତ୍ତି କରାଇଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
10 killed, injured in blast at Chhattisgarh’s largest explosives factory | Argus News