କେରଳରେ ଭୟଙ୍କର ବାଣ ବିସ୍ପୋରଣ , ୧୫୦ ଆହତ
·1 year ago·1 min read

ଅର୍ଗସ ବ୍ୟୁରୋ : କେରଳରେ ଭୟଙ୍କର ବାଣ ବିସ୍ପୋରଣ । ଏଥିର ୧୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । କେରଳର କସରଗଡ ଜିଲ୍ଲାର ଏକ ମନ୍ଦିରରେ ବାଣ ପ୍ରତିଯୋଗିତା ବେଳେ ହଠାତ୍ ବିସ୍ଫୋରଣ ହୋଇଥିଲା । ନିଆଁ ବାଣ ଗଚ୍ଛିତ ଥିବା ସ୍ଥାନରେ ପଡିବାରୁ ସେଗୁଡିକ ଫୁଟିଥିଲା । ଏଥିଯୋଗୁଁ ୮ଜଣ ଗୁରୁତର ଆହତ ହୋଇଥିବା ବେଳେ ୧୫୦ରୁ ଅଧିକ ଆହତ ହୋଇଛନ୍ତି ।
केरल : कासरगोड में धमाका, अंजुताम्बलम वीरारकावु मंदिर में आतिशबाजी के दौरान पटाखा गोदाम तक पहुंची चिंगारी से हुआ ब्लास्ट, 150 से ज्यादा घायल, 8 लोगों की हालत गंभीर#Kerala #TempleBlast #Accident #FireworksAccident @CMOKerala #Temple #Blast #PeoplesUpdate pic.twitter.com/mODWmu8t51
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
— Peoples Samachar (@psamachar1) October 29, 2024
ବିସ୍ଫୋରଣର ମାତ୍ରା ଏତେ ଅଧିକ ଥିଲା ଯେ, ସେଠାର ଥିବା ଏକ ଘରର ଟିଣ ଛପର ଉଡିଯାଇଥିଲା । ବାଣ ପ୍ରତିଯୋଗିତା ଦେଖିବାକୁ ହଜାର ହଜାର ଲୋକଙ୍କ ଭିଡ ଜମିଥିଲା ।