Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

୨୦୨୪-୨୫ ପୂର୍ଣ୍ଣାଙ୍ଗ ବଜେଟ୍ ; ଫୋକସରେ ରହିପାରେ ଏହିସବୁ ବିଷୟ...

Swayangprajna Mishra
Browse all articles by Swayangprajna Mishra
·1 year ago·1 min read
୨୦୨୪-୨୫ ପୂର୍ଣ୍ଣାଙ୍ଗ ବଜେଟ୍ ; ଫୋକସରେ ରହିପାରେ ଏହିସବୁ ବିଷୟ...

ଅର୍ଗସ ବ୍ୟୁରୋ : ଆଜି ଆସିବ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ।  ସପ୍ତମ ଥର ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ ଉପସ୍ଥାପନ କରି ରେକର୍ଡ କରିବେ ।  ତେବେ ଏଥର କେମିତି ରହିବ ରାଜ୍ୟ ଓ କେନ୍ଦ୍ର ବଜେଟ । ତାକୁ ନେଇ ଅନେକଙ୍କ ମନରେ ବିଭିନ୍ନ ପ୍ରକାର ଆଶା ରହିଛି । ସାଧାରଣ ଲୋକଙ୍କ ଆଶା ଜୀବନ ଧାରଣର ମାନରେ ପରିବର୍ତ୍ତନ ଆଣୁ ବଜେଟ ବୋଲି ଚର୍ଚ୍ଚା ହେଉଛି ।

ଅଧିକ ପଢନ୍ତୁ : ଆଜି ପ୍ରଧାନମନ୍ତ୍ରୀଙ୍କ ତୃତୀୟ କାର୍ଯ୍ୟକାଳର ପ୍ରଥମ ବଜେଟ୍ ଉପସ୍ଥାପନ

ତେବେ  ଫୋକସରେ ରହିଛି ସମସ୍ତଙ୍କ ମୁଣ୍ଡ ଉପରେ ପକ୍କା ଘର, ସବୁ ଘରକୁ ପାଇପ ପାନୀୟ ଜଳ, ସବୁ ଗାଁକୁ ରାସ୍ତା , କୃଷକ , ମହିଳା ଗରିବ ଓ ଯୁବକଙ୍କୁ ଗୁରୁତ୍ବ ଇତ୍ୟାଦି । ସଡ଼କପଥ ଏବଂ ଭାରତୀୟ ରେଳପଥକୁ ମିଳିପାରେ ପ୍ରାଥମିକତା । କୃଷି ଓ କୃଷକଙ୍କ ପାଇଁ ହୋଇପାରେ ବଡ଼ ଘୋଷଣା । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଅର୍ଥ ମନ୍ତ୍ରୀ ଭାବେ କରିବେ ବଜେଟ ଉପସ୍ଥାପନ।  
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
2024-25 Full Budget; These are the things that can be in focus | Argus News