Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଏକା ସାଙ୍ଗରେ ୨୫ ନକ୍ସଲ କଲେ ଆତ୍ମସମର୍ପଣ

Swayangprajna Mishra
Browse all articles by Swayangprajna Mishra
·1 year ago
ଏକା ସାଙ୍ଗରେ ୨୫ ନକ୍ସଲ କଲେ ଆତ୍ମସମର୍ପଣ

ଅର୍ଗସ ବ୍ୟୁରୋ : ଏକା ସାଙ୍ଗରେ ୨୫ ନକ୍ସଲ କଲେ ଆତ୍ମସମର୍ପଣ । ଛତିଶଗଡ଼ ବିଜାପୁର ରେ ୨୫ ମାଓବାଦୀ କଲେ ଆତ୍ମସମର୍ପଣ । ୬ ହାର୍ଡକୋର ମାଓବାଦୀ ଙ୍କ ସମେତ ୨୫ ଜଣ କଲେ ଆତ୍ମସମର୍ପଣ । ସମସ୍ତ ମାଓବାଦୀ ଙ୍କ ଉପରର ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ସମୁଦାୟ ୩୩ ଲକ୍ଷ ଟଙ୍କାର ଇନାମ ଘୋଷଣା କରାଯାଇଥିଲା ।

ଅଧିକ ପଢନ୍ତୁ : ଏନକାଉଣ୍ଟରରେ ନକ୍ସଲ ନେତା ମୃତ

ବିଜାପୁର sp ଜିତେନ୍ଦ୍ର ୟାଦବ ଙ୍କ ସମ୍ମୁଖରେ ୬ ହାର୍ଡକୋର ମାଓବାଦୀ ଙ୍କ ସମେତ ୧୯ ମାଓବାଦୀ କାଳେ ଆତ୍ମସମର୍ପଣ । ସବୁ ନକ୍ସଲ ଛତିଶଗଡ଼ ଗଙ୍ଗାଲୁର ଅଂଚଳ ରେ ସକ୍ରିୟ ଥିବା ଜଣାପଡିଛି ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
25 Naxals surrendered together | Argus News