Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

3 ପରମ ରୁଦ୍ର ସୁପର କମ୍ପ୍ୟୁଟିଂ ସିଷ୍ଟମ ଲଞ୍ଚ୍ କଲେ ପ୍ରଧାନମନ୍ତ୍ରୀ

Swayangprajna Mishra
Browse all articles by Swayangprajna Mishra
·1 year ago
3 ପରମ ରୁଦ୍ର ସୁପର କମ୍ପ୍ୟୁଟିଂ ସିଷ୍ଟମ ଲଞ୍ଚ୍ କଲେ ପ୍ରଧାନମନ୍ତ୍ରୀ

ଅର୍ଗସ ବ୍ୟୁରୋ : ପୁଣେରେ ୩ ପରମ ରୁଦ୍ର ସୁପର କମ୍ପ୍ୟୁଟିଂ ସିଷ୍ଟମ ଲଞ୍ଚ୍ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଦେଶରେ ଉଚ୍ଚସ୍ତରୀୟ ଗବେଷଣା ପାଇଁ ଏହି ସିଷ୍ଟମର ବ୍ୟବହାର ହେବ । ପୁଣେ, ଦିଲ୍ଲୀ, କୋଲକାତାରେ ଗବେଷଣାଗାରରେ ସ୍ଥାନ ପାଇବ ଏହି କମ୍ପ୍ୟୁଟିଂ ସିଷ୍ଟମ ।

ଅଧିକ ପଢନ୍ତୁ : ଗ୍ଲୋବାଲ ଆଣ୍ଟି କରପ୍ସନ କମ୍ୟୁନିଟିରେ ସ୍ଥାନ ପାଇଲା ଭାରତ

 ସୁପର କମ୍ପ୍ୟୁଟିଂ ସିଷ୍ଟମ ନିର୍ମାଣ ପାଇଁ ଖର୍ଚ୍ଚ ହୋଇଛି ମୋଟ 130 କୋଟି ଟଙ୍କା । ଆଜି ସଂଧ୍ୟାରେ ଭିଡିଓ କନଫରେନ୍ସିଂରେ ମୋଦି ପରମ ରୁଦ୍ର ସୁପର କମ୍ପ୍ୟୁଟିଂ ସିଷ୍ଟମ ଲଞ୍ଚ୍ କରିଛନ୍ତି  ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
3 Param Rudra Super Computing System launched by Prime Minister | Argus News