କୁଏତରେ ଗୋଟିଏ ପରିବାରର ୪ ଭାରତୀୟଙ୍କ ମୃତ୍ୟୁ
·1 year ago

ଅର୍ଗସ ବ୍ୟୁରୋ : କୁଏତ ସିଟିରେ ୪ ଭାରତୀୟ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଗୋଟିଏ ପରିବାରର ୪ଜଣ ସଦସ୍ୟଙ୍କ ମୃତ୍ୟୁ ହୋଇଛି । ଫ୍ଲାଟରେ ଶୋଇଥିଲା ବେଳେ ହୋଇଥିଲା ସଟସର୍କିଟ । ତେବେ ମୃତ ପରିବାର କେରଳ ଆଲପୁଜା ନିରତପୁରମ ଅଞ୍ଚଳର ହୋଇଥିବା ସୂଚନା ମିଳିଛି ।
ଅଧିକ ପଢନ୍ତୁ ବିଦେଶ ଖବର
ସେଠାରେ ପତିପତ୍ନୀ ଉଭୟ ଚାକିରୀ କରୁଥିବା ବେଳେ ୨ ଜଣ ପିଲା ସ୍କୁଲରେ ପାଠ ପଢୁଥିଲେ । ମୃତଦେହକୁ କେରଳ ଅଣାଯିବ ବୋଲି ସ୍ପଷ୍ଟ କରିଛି ଭାରତୀୟ ଦୂତାବାସ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: