ଜିତିଲା ଜୀବନ ; ପ୍ରଥମ ଦଫାରେ ବାହାରିଲେ ୫ ଶ୍ରମିକ
·2 years ago

ଅର୍ଗସ ବ୍ୟୁରୋ : ୧୭ ଦିନପରେ ବାହାରକୁ ବାହାରିଲେ ୫ ଶ୍ରମିକ. ଅପେକ୍ଷାର ହେଲା ଅନ୍ତ. ବାକି ଶ୍ରମିକଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି. ଉତ୍ତରକାଶୀ ଟନେଲରେ ଫସି ରହିଥିଲେ ୪୧ ଜଣ ଶ୍ରମିକ. ଉଦ୍ଧାର କାର୍ଯ୍ୟରେ ndrf, sdrf ଟିମ ରହିଛନ୍ତି । ଆବଶ୍ୟକ ପଡିଲେ ଶ୍ରମିକଙ୍କୁ ଅଆର ଲିଫ୍ଟ କରାଯିବ ।
ଅଧିକ ପଢନ୍ତ : ଫସିଥିବା ଶ୍ରମିକଙ୍କ ପାଖରେ ପହଞ୍ଚିଲା ଏନଡିଆରଏଫ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: