ଦିଲ୍ଲୀରେ ଅବସ୍ଥାପିତ ୬ କାନାଡ଼ା କୁଟନୀତିଜ୍ଞ ବହିଷ୍କୃତ
·1 year ago

ଅର୍ଗସ ବ୍ୟୁରୋ : ଖଲିସ୍ତାନୀ ଆତଙ୍କବାଦୀ ନିଜ୍ଜର ହତ୍ୟାକୁ ନେଇ ପୁଣି ବଢ଼ିଲା ବିବାଦ । କାନାଡ଼ା ହାଇ କମିଶନରଙ୍କୁ ଭାରତ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ରିପୋର୍ଟ ତଲବ । ଦିଲ୍ଲୀରେ ଅବସ୍ଥାପିତ 6 କାନାଡ଼ା କୁଟନୀତିଜ୍ଞ ବହିଷ୍କୃତ ।
ଅଧିକ ପଢନ୍ତୁ : ଗତବର୍ଷ ନିଜାର ହତ୍ୟା ପରେ ଭାରତ ଓ କାନାଡା ମଧ୍ୟରେ ବଢିଥିଲା ବିବାଦ
୧୯ ତାରିଖ ସୁଦ୍ଧା ଭାରତ ଛାଡ଼ିବାକୁ ନିର୍ଦ୍ଦେଶ । ହରଦୀପ ସିଂହ ନିଜ୍ଜର ମାମଲାରେ କାନାଡ଼ା ପିଏଙ୍କ ଭାରତ ବିରୋଧୀ ବୟାନକୁ ତୀବ୍ର ବିରୋଧ । ସ୍ପଷ୍ଟୀକରଣ ରଖିବାକୁ ବୈଦେଶିକ ମନ୍ତ୍ରଣାଳୟର ଦାବି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: