Police Personnel Death / ୨୦ ଟଙ୍କାର ଲାଞ୍ଚ, ୩୦ବର୍ଷର ଆଇନଗତ ଲଢେଇ; ଜେଲରୁ ବାହାରିବାର ଗୋଟିଏ ଦିନ ପରେ ମୃତ୍ୟୁ
·6 months ago·2 min read

Key Points
ଚର୍ଚ୍ଚାରେ ଗୁଜରାଟ କନେଷ୍ଟବଳଙ୍କ ମୃତ୍ୟୁ ଘଟଣା
୨୦ ଟଙ୍କାର ଲାଞ୍ଚ ମାମଲା
୩୦ ବର୍ଷ ଯାଏଁ ଲଢିଲେ ଆଇନଗତ ଲଢେଇ
ନିର୍ଦ୍ଦୋଷରେ ଖଲାସର ଗୋଟିଏ ଦିନ ପରେ ମୃତ୍ୟୁ
୨୦ ଟଙ୍କାର ଲାଞ୍ଚ ମାମଲା
୩୦ ବର୍ଷ ଯାଏଁ ଲଢିଲେ ଆଇନଗତ ଲଢେଇ
ନିର୍ଦ୍ଦୋଷରେ ଖଲାସର ଗୋଟିଏ ଦିନ ପରେ ମୃତ୍ୟୁ
ଗୁଜରାଟ ଅହମ୍ମଦାବାଦରୁ ଏପରି ଏକ ଘଟଣା ସାମ୍ନାକୁ ଆସିଛି, ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି । ଗୁଜରାଟ ହାଇକୋର୍ଟ ୨୦ ଟଙ୍କା ଲାଞ୍ଚ ନେଇଥିବା ଘଟଣାରେ ୩୦ ବର୍ଷ ଯାଏଁ ଆଇନଗତ ଲଢେଇ ଲଢିଥିବା ଜଣେ ପୋଲିସ କର୍ମଚାରୀଙ୍କୁ ଶେଷରେ ନିର୍ଦ୍ଦୋଷର ଖଲାସ କରିଥିଲେ । ଏହାପରେ ଯାହା ଘଟିଛି ତାହା ସମସ୍ତଙ୍କୁ ମର୍ମାହତ କରିଛି । ଦୀର୍ଘ ବର୍ଷ ଯାଏଁ କୋର୍ଟ କଚେରୀର ସାମ୍ନା କରିଥିବା ଏହି ପୋଲିସ କର୍ମଚାରୀ ଜଣକ ଜେଲରୁ ମୁକ୍ତ ହେବାର ଗୋଟିଏ ଦିନ ପରେ ତାଙ୍କର ମୃତ୍ୟୁ ଘଟିଛି ।
ଏହାପରେ ସେସନ କୋର୍ଟ ବାବୁଭାଇ ପ୍ରଜାପତିଙ୍କୁ ୪ ବର୍ଷ ପାଇଁ କଠୋର କାରାଦଣ୍ଡାଦେଶ ଏବଂ ୩୦୦୦ ଟଙ୍କା ଜୋରିମାନା ମଧ୍ୟ ଶୁଣାଇଥିଲେ । କୋର୍ଟଙ୍କ ଏହି ରାୟ ବିରୋଧରେ ଯାଇ ବାବୁଭାଇ ପ୍ରଜାପତି ଗୁଜରାଟ ହାଇକୋର୍ଟରେ ଅପିଲ୍ କରିଥିଲେ । ପ୍ରାୟ ୨ ଦଶନ୍ଧି ପର୍ଯ୍ୟନ୍ତ ଏହି ମାମଲାଟି କୋର୍ଟରେ ଚାଲିଥିଲା । ଶେଷରେ ୨୦୨୬ ଫେବୃଆରୀ ୪ ତାରିଖରେ ହାଇକୋର୍ଟ ନିଜର ରାୟ ଶୁଣାଇଥିଲେ । କୋର୍ଟ ସାକ୍ଷୀଙ୍କ ବୟାନରେ ବିରୋଧାଭାସ ଓ ଓକିଲଙ୍କ ପ୍ରମାଣରେ ଦୁର୍ବଳତା ଦର୍ଶାଇ ବାବୁଭାଇଙ୍କୁ ନିର୍ଦ୍ଦୋଷ ବୋଲି ଘୋଷଣା କରିଥିଲେ ।
- କଣ ଥିଲା ମାମଲା ?

- ‘ଜୀବନର କଳଙ୍କ ଲିଭିଗଲା’
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories